Words of Life, Good News, Gospel Songs - IN INDIA, THE NUMBER OF SPEAKERS OF DIFFERENT MOTHER TONGUE.(No.1-No.25)/जीवन के शब्द, खुशखबरी, सुसमाचार गाना - भारत में अलग मातृ भाषा बोलने वालों की संख्या की सूची। (१-२५)

[11]. Odia(Oriya) Christian Song - "KALVARI" Sang by Singer Human Sagar.3gp


Listen Later

ଓଡିଆ (ଓଡିଆ) ଖ୍ରୀଷ୍ଟିଆନ ଗୀତ - "କଲଭାରୀ".3gp///ଓଡିଆ ବାଇବଲ »ପ୍ରଥମ କରିନ୍ଥୀୟ» ଅଧ୍ୟାୟ 15 |
1
ଭାଇ ଓ ଭଉଣୀମାେନ ମୁଁ ତୁମ୍ଭମାନଙ୍କୁ ପୂର୍ବରୁ ମେନ ପକାଇ େଦବାକୁ ଇଚ୍ଛା କେର। ତୁମ୍େଭମାେନ ଏହାକୁ ଗ୍ରହଣ କରିଥିଲ, ଓ ଏେବ ସୁଦ୍ଧା ଦୃଢ଼ ଭାବେର ଧରି ରଖିଛ।
2
ତୁମ୍େଭମାେନ ଏହି ସୁସମାଚାର ଦ୍ବାରା ପରିତ୍ରାଣ ପାଇଛ। କିନ୍ତୁ େମା କହିଥିବା କଥାଗୁଡ଼ିକୁ ତୁମ୍େଭମାେନ ବିଶ୍ବାସ କରି ଚାଲିବା ଉଚିତ୍। ନଚେତ୍ ତୁମ୍େଭ ବ୍ଯର୍ଥ େର ବିଶ୍ବାସୀ େହାଇଥିଲ।
3
ମୁଁ ପାଇଥିବା ଶିକ୍ଷା ତୁମ୍ଭମାନଙ୍କୁ େଦଲି। ଏହି ପ୍ରଧାନ ଶିକ୍ଷା ମୁଁ ତୁମ୍ଭମାନଙ୍କୁ ପ୍ରଦାନ କରିଥିଲି େଯ, ଯୀଶୁ ଖ୍ରୀଷ୍ଟ ଶାସ୍ତ୍ର ଅନୁସାେର ଆମ୍ଭର ପାପ ପାଇଁ ମେଲ।
4
ଯୀଶୁ ଖ୍ରୀଷ୍ଟଙ୍କୁ କବର ଦିଆ େହଲା ଓ ତୃତୀୟ ଦିନ େର େସ ମୃତ୍ଯୁରୁ ଉଠିେଲ।
5
େସ କେଫାଙ୍କୁ ଓ ତା'ପେର ବାରଜଣ ପ୍ େରରିତଙ୍କୁ େଦଖା େଦେଲ।
6
ତା'ପେର େସ ଏକା ଥରକେ 500ରୁ ଅଧିକ ଭାଇମାନଙ୍କୁ େଦଖାେଦଇଥିେଲ। ତାହାଙ୍କ ମଧ୍ଯରୁ ଅଧିକାଂଶ େଲାକ ଆଜି ମଧ୍ଯ ଜୀବିତ। କିନ୍ତୁ େକେତକ ମରି ଯାଇଛନ୍ତି।
7
ତା'ପେର ଖ୍ରୀଷ୍ଟ ଯାକୁବ ଓ ପେର ସମସ୍ତ ପ୍ େରରିତମାନଙ୍କୁ ଆଉଥେର େଦଖା େଦେଲ।
8
ଯଥା ସମୟ ପୂର୍ବରୁ ଜନ୍ମ େହାଇଥିବା ଶିଶୁଟିଏ ଭଳି େଯ ମୁଁ, େସ େମାେତ ସର୍ବ ଶେଷ େର େଦଖା େଦେଲ।
9
ମୁଁ ସମସ୍ତ ପ୍ େରରିତମାନଙ୍କ ମଧିଅେର ସବୁଠାରୁ କ୍ଷୁଦ୍ରତମ। ଏପରିକି େମାର ପ୍ େରରିତ େବାଲି ଡ଼କା ୟିବାର ୟୋଗ୍ଯତା ମଧ୍ଯ ନାହିଁ, କାରଣ ମୁଁ ପୂର୍ବରୁ ପରେମଶ୍ବରଙ୍କ ମଣ୍ଡଳୀକୁ ତାଡ଼ନା କରିଛି।
10
କିନ୍ତୁ ପରେମଶ୍ବରଙ୍କ ଅନୁଗ୍ରହ େହତୁ ମୁଁ ଆଜି ଏହା େହାଇପାରିଛି। େମା ପ୍ରତି ତାହାଙ୍କ ଅନୁଗ୍ରହ ବିଫଳ େହାଇ ନାହିଁ। ମୁଁ ଅନ୍ୟ ସମସ୍ତ ପ୍ େରରିତଙ୍କ ତୁଳନା େର କେଠାର ପରିଶ୍ରମ କରିଛି। ମୁଁ ପ୍ରକୃତ େର େଯ ଅଧିକ ପରିଶ୍ରମ କରିଅଛି, ତାହା ନୁେହଁ କିନ୍ତୁ ପରେମଶ୍ବରଙ୍କ ଅନୁଗ୍ରହ େହତୁ ଏହା କରିପାରିଛି।
11
ମୁଁ ତୁମ୍ଭକୁ ପ୍ରଚାର କେର ବା ଅନ୍ୟମାେନ ପ୍ରଚାର କରନ୍ତି, େସଥି େର କିଛି ଯାଏ ଆ େସ ନାହିଁ, କାରଣ ଆମ୍େଭ ସମସ୍େତ ସମାନ ବିଷୟ ପ୍ରଚାର କରିଥାଉ। ଆଉ ଏହି ପ୍ରକା େର ତୁମ୍େଭମାେନ ବିଶ୍ବାସୀ େହାଇଅଛ।
...more
View all episodesView all episodes
Download on the App Store

Words of Life, Good News, Gospel Songs - IN INDIA, THE NUMBER OF SPEAKERS OF DIFFERENT MOTHER TONGUE.(No.1-No.25)/जीवन के शब्द, खुशखबरी, सुसमाचार गाना - भारत में अलग मातृ भाषा बोलने वालों की संख्या की सूची। (१-२५)By Tze-John Liu