SAFE Podcast

ବିଶ୍ୱ ଓଜୋନ୍ ଦିନ |


Listen Later

ଆନ୍ତର୍ଜାତୀୟ ବିଶ୍ୱ ଓଜୋନ ଦିବସ ଆମେ ଏହା ସଚେତନ କରିବାକୁ ଲକ୍ଷ୍ୟ ରଖୁଛୁ ଯେ ଓଜୋନ ପୃଥିବୀରେ ଜୀବନ ରକ୍ଷା କରିଥାଏ I
 ଏହି ବିଷୟ ରେ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଜାଣିବା ପାଇଁ ଆମର ପ୍ରଥମ ପଡ଼କାଷ୍ଟ କୁ ଟ୍ୟୁନ କରନ୍ତୁ I ଏହି ପଡ଼କାଷ୍ଟ ଓଜୋନସ୍ତର  କ୍ଷୀଣ ହେବା ବିଷୟ ରେ ସଚେତନତା ପାଇଁ ଉତ୍ସର୍ଗୀକୃତ I ଏହି ମାଧ୍ୟମ ରେ ଆମେ  ପରିବେଶ ସୁରକ୍ଷା ପାଇଁ ଦାୟିତ୍ୱକୁ  ମଧ୍ୟ ସ୍ମରଣ କରାଇଛୁ I
...more
View all episodesView all episodes
Download on the App Store

SAFE PodcastBy Approach SAFE