Sign up to save your podcasts
Or

ଦଣ୍ଡ ନାଟ, ଗଞ୍ଜାମ ଜିଲ୍ଲା ସମେତ ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲାରେ ପାଳିତ ହେଉଥିବା ଏକ ଅନନ୍ୟ ପରମ୍ପରା, ଯେଉଁଠି ଭକ୍ତମାନେ ନିଜକୁ କଷ୍ଟ ଦେଇ ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରନ୍ତି ।
ସାମାଜିକ ସଂହତି, ଭାତୃତ୍ବ, ବନ୍ଧୁତା, ସାମ୍ୟତା ଇତ୍ୟାଦି ମହାନ ଲକ୍ଷ୍ୟକୁ ହାସଲ କରିବା ଉଦ୍ଦେଶ୍ୟରେ ଏହି ପର୍ବର ଆରମ୍ଭ ହୋଇଥାଇ ପାରେ ବୋଲି ମନେ ହୁଏ ।
ଆସନ୍ତୁ ଶୁଣିବା ଦଣ୍ଡ ନାଟ ବିଷୟରେ ।
By Jyoti Prasad Pattanayakଦଣ୍ଡ ନାଟ, ଗଞ୍ଜାମ ଜିଲ୍ଲା ସମେତ ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲାରେ ପାଳିତ ହେଉଥିବା ଏକ ଅନନ୍ୟ ପରମ୍ପରା, ଯେଉଁଠି ଭକ୍ତମାନେ ନିଜକୁ କଷ୍ଟ ଦେଇ ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରନ୍ତି ।
ସାମାଜିକ ସଂହତି, ଭାତୃତ୍ବ, ବନ୍ଧୁତା, ସାମ୍ୟତା ଇତ୍ୟାଦି ମହାନ ଲକ୍ଷ୍ୟକୁ ହାସଲ କରିବା ଉଦ୍ଦେଶ୍ୟରେ ଏହି ପର୍ବର ଆରମ୍ଭ ହୋଇଥାଇ ପାରେ ବୋଲି ମନେ ହୁଏ ।
ଆସନ୍ତୁ ଶୁଣିବା ଦଣ୍ଡ ନାଟ ବିଷୟରେ ।