Meena - Odia Series

Grandma Says


Listen Later

ଆମେ ସମସ୍ତେ ସମାନ। ଜାତି, ଧର୍ମ ଭଳି ବିଷୟରୁ ଆମକୁ ଦୂରେଇ ରହିବା ଦରକାର। ମଣିଷର ପରିଚୟ ତାହା କାମକୁ ନେଇ ହୋଇଥାଏ, ଜାତିକୁ ନେଇ ନୁହେଁ। ମୀନା ଅଡିଓ ସିରିଜର ଏହି ଅଧ୍ୟାୟରେ ଜାତିଭେଦ ଛୁଆଁ ଅଛୁଆଁ ଭେଦଭାବ ଦୂର କରିବାକୁ ସମାଜକୁ ବାର୍ତ୍ତା ଦିଆଯାଇଛି।
...more
View all episodesView all episodes
Download on the App Store

Meena - Odia SeriesBy ODICAST