Meena - Odia Series

I Forgot


Listen Later

ଆମ ଶରୀରରେ ଥାଇରଏଡ୍ ହରମୋନ୍ର ପ୍ରସ୍ତୁତି ପାଇଁ ଆୟୋଡିନ୍ର ଭୂମିକା ଖୁବ୍ ବେଶୀ। ଆୟୋଡିନ୍ ଅଭାବରୁ ଶାରୀରିକ ଓ ମାନସିକ ବିକାଶରେ ବାଧାପ୍ରାପ୍ତ ହୋଇଥାଏ। ଏହାଛଡ଼ା ଗଳଗଣ୍ଡ ଭଳି ସମସ୍ୟା ହୋଇଥାଏ। ଆୟୋଡିନ୍ ଗ୍ରହଣ କରିବାର ସବୁଠୁ ସହଜ ଉପାୟ ହେଲା ଲୁଣ। ସେଥିପାଇଁ ଦୈନନ୍ଦିନ ଖାଦ୍ୟାଭ୍ୟାସରେ ଆୟୋଡିନ୍ ଯୁକ୍ତ ଲୁଣର ବ୍ୟବହାର କରିବା ଜରୁରୀ। ୟୁନିସେଫ୍ ‘ମୀନା’ ଅଡିଓ ସିରିଜ୍ର ‘ମୁଁ ଭୁଲି ଗଲି’ ଅଧ୍ୟାୟରେ ଆୟୋଡିନ୍ ଲୁଣ ଶରୀର ପାଇଁ କେତେ ଜରୁରୀ, ଏହା ଉପରେ ଗୁରୁତ୍ୱ ଦିଆଯାଇଛି।
...more
View all episodesView all episodes
Download on the App Store

Meena - Odia SeriesBy ODICAST