ବିଡ଼ି, ତମାଖୁ ଆଦି ଦ୍ରବ୍ୟ ଆମ ଶରୀର ପାଇଁ କ୍ଷତିକାରକ। ତମାଖୁ ସେବନ ଦ୍ୱାରା କ୍ୟାନସର ଭଳି ବଡ଼ ବଡ଼ ରୋଗ ହୋଇଥାଏ। ତମାଖୁ ସେବନ ପାଇଁ କେହି ବାଧ୍ୟ କରୁଛନ୍ତି, ତେବେ ଜାଣି ଶୁଣି କିଭଳି ଆମେ ଆମ ଶରୀରକୁ କ୍ଷତି ପହଞ୍ଚାଇବା? ମାନା ଅଡିଓ ସିରିଜରେ ତମାଖୁ ସେବନ ନକରିବା ପାଇଁ ବାର୍ତ୍ତା ଦିଆଯାଇଛି। ଯଦି କେହି ବାଧ୍ୟ କରୁଛନ୍ତି, ତେବେ ମନା କରିବା ସହିତ ତାକୁ ମଧ୍ୟ ତମାଖୁ ଛାଡ଼ିବା ପାଇଁ ଉପଦେଶ ଦେବା ଦରକାର।