Meena - Odia Series

Krishna's Book


Listen Later

ପୁଅ ହେଉ କି ଝିଅ, ବିଦ୍ୟାଳୟକୁ ସମସ୍ତେ ପାଠ ପଢ଼ିବାକୁ ଆସନ୍ତି। ତେଣୁ ପୁଅ ଝିଅ ଭିତରେ ଫରକ କ'ଣ? ବିଦ୍ୟାଳୟରେ ସମସ୍ତଙ୍କୁ ନିଜ କହିବାର ଅଧିକାର ରହିଛି। ଉପହାସକୁ ଡରି ନିଜର ବିଚାର ପ୍ରକାଶ ନକରିବା ଭଲ କଥା ନୁହେଁ। ମୀନା ଅଡିଓ ସିରିଜର ଏହି ଅଧ୍ୟାୟରେ ନଡରି ନିଜ ବିଚାରକୁ ଅନ୍ୟ ଆଗରେ ପ୍ରକାଶ କରିବାକୁ ପରାମର୍ଶ ଦିଆଯାଇଛି।
...more
View all episodesView all episodes
Download on the App Store

Meena - Odia SeriesBy ODICAST