Meena - Odia Series

Let's Do This


Listen Later

ସଠିକ ପୋଷଣ ଶରୀରକୁ ସନ୍ତୁଳିତ ରଖେ ଏବଂ ବିଭିନ୍ନ ରୋଗ କବଳରୁ ରକ୍ଷା କରିଥାଏ। ସବୁପ୍ରକାର ଖାଦ୍ୟରୁ ବିଭିନ୍ନ ପୋଷଣ ମିଳିଥାଏ ଯାହା ଶରୀରକୁ ସୁସ୍ଥ ଓ ନିରୋଗ ରଖେ। ଉପଯୁକ୍ତ ପୋଷଣ ନ ପାଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହୋଇଯାଏ। ଫଳରେ ଆମେ ଅନେକ ରୋଗରେ ପଡ଼ିଥାଉ। ତେଣୁ ବିଭିନ୍ନ ସଂକ୍ରମଣରୁ ରକ୍ଷା ପାଇବାକୁ ହେଲେ ପୋଷଣଯୁକ୍ତ ଖାଦ୍ୟ ଖାଇବା ଉଚିତ। ୟୁନିସେଫ ‘ମୀନା’ ଅଡିଓ ସିରିଜରେ ‘ଚାଲ ଏମିତି କରିବା’ ଅଧ୍ୟାୟରେ ସଠିକ ପୋଷଣଯୁକ୍ତ ଖାଦ୍ୟ ଖାଇବା ଉପରେ ଗୁରୁତ୍ଵ ଦିଆଯାଇଛି।
...more
View all episodesView all episodes
Download on the App Store

Meena - Odia SeriesBy ODICAST