କଥା ଶୁଣିବା ବେଳେ ଧ୍ୟାନ ଦେବା ଦରକାର। ଅନ୍ୟମନସ୍କ ହେବା ବିଲକୁଲ ଠିକ ନୁହେଁ। ଏହାସହ ଯାହା ବି ଶୁଣିବ ମନେ ମନେ କିମ୍ବା ଜୋରରେ ଦୋହରାଇବା ଉଚିତ। ଏହା ଦ୍ୱାରା ଶୁଣିବା କଥାକୁ ଆମେମାନେ କେବେବି ଭୁଲିବା ନାହିଁ। ମୀନା ଅଡିଓ ସିରିଜର ଏହି ଅଧ୍ୟାୟରେ କଥା ଶୁଣିବା ବେଳେ ଅନ୍ୟମନସ୍କ ନହେବାକୁ ବାର୍ତ୍ତା ଦିଆଯାଇଛି।