Meena - Odia Series

Looking Happy


Listen Later

ସବୁ ଦୁଃଖର କିଛି ନା କିଛି କାରଣ ଥାଏ। ଏହି ଦୁଃଖକୁ ଅଧିକ ଦିନ ମନ ଭିତରେ ରଖିଲେ ରାଗ ଆସିଥାଏ। ତେଣୁ ନିଜ ମନର ସବୁ ସୁଖଦୁଃଖ ଅନ୍ୟ ସହ ବାଣ୍ଟି ଦେଲେ ଖୁସି ଲାଗେ। ନିଜ ସମସ୍ୟା ଆଉ କାହାକୁ ଜଣେଇଲେ ସମାଧାନର ବାଟ ବାହାରି ଆସେ। ମୀନାର ସାଙ୍ଗ ମୁରଲୀ ସହ ସେମିତି ଘଟଣା ଘଟିଛି। ମୁରଲୀର ବାପା ଅସୁସ୍ଥ ଥିବା ଯୋଗୁଁ ମୁରଲୀକୁ ସବୁ କାମ କରିବା ପାଇଁ ପଡୁଛି। ପରେ ମୀନା ମୁରଲୀ ଚିନ୍ତାର କାରଣ ଜାଣି ତାକୁ ଖୁସି କରାଉଛି। ୟୁନିସେଫ ‘ମୀନା’ ଅଡିଓ ସିରିଜରେ ‘ଭାରି ଖୁସି ଲାଗୁଛ ତ!’ ଅଧ୍ୟାୟରେ ବାର୍ତ୍ତା ଦିଆଯାଇଛି ଯେ, ସୁଖ କିମ୍ବା ଦୁଃଖ ଅନ୍ୟ ସହ ବାଣ୍ଟିଲେ ଖୁସି ମିଳିଥାଏ।
...more
View all episodesView all episodes
Download on the App Store

Meena - Odia SeriesBy ODICAST