Meena - Odia Series

Marriage Dupatta


Listen Later

ଯଦି ଆମେ ଆମ କାର୍ଯ୍ୟ ଏକ ତାଲିକା ପ୍ରସ୍ତୁତ କରିବା, ତେବେ ସେହି କାର୍ଯ୍ୟକୁ ଠିକ୍ ସମୟରେ ପୁରଣ କରିପାରିବା। କେଉଁ କାମ ପ୍ରଥମେ କରିବ ଏବଂ କେଉଁ କାମ କିଛି ସମୟ ପରେ କରିବ, ସବୁ କାମର ଏକ ସମୟ ନିର୍ଦ୍ଧାରଣ କରିବା ଉଚିତ। ସମୟର ହିସାବ ରଖି ଯୋଜନା ପ୍ରସ୍ତୁତ କଲେ କାମ ଠିକ୍ ସମୟରେ ସରିଯିବ। ମୀନା ଅଡିଓ ସିରିଜର ଏହି ଅଧ୍ୟାୟରେ ସବୁ କାମ ପାଇଁ ସମୟ ନିର୍ଦ୍ଧାରଣ କରିବାକୁ ପରାମର୍ଶ ଦିଆଯାଇଛି।
...more
View all episodesView all episodes
Download on the App Store

Meena - Odia SeriesBy ODICAST