Meena - Odia Series

Shoes are Useful!


Listen Later

ଶୌଚଳୟ ଯିବା ସମୟରେ ଚପଲ ପିନ୍ଧିବା ବହୁତ ଜରୁରୀ। କାରଣ ଶୌଚାଳୟରେ ଣେଶଗ ଜୀବାଣୁ ଥା'ନ୍ତି। ଆମେ ଖାଲି ପାଦରେ ଶୌଚାଳୟ ଗଲେ ଏହି ଜୀବାଣୁ ଆମ ଶରୀର ଭିତରକୁ ଆସି ରୋଗ ସୃଷ୍ଟି କରିଥାନ୍ତି। ତେଣୁ ଶୌଚଳୟକୁ ଚପଲ ପିନ୍ଧି ଯିବା ଉଚିତ୍। ମୀନା ଅଡିଓ ସିରିଜର ଏହି ଅଧ୍ୟାୟରେ ଶୌଚଳୟକୁ ଚପଲ ପିନ୍ଧି ଯିବା ଉପରେ ଗୁରୁତ୍ୱ ଦିଆଯାଇଛି।
...more
View all episodesView all episodes
Download on the App Store

Meena - Odia SeriesBy ODICAST