Meena - Odia Series

Sumit, Run!


Listen Later

ଆତ୍ମବିଶ୍ଵାସ ମଣିଷକୁ ଉଚ୍ଚ ଶୀର୍ଷରେ ପହଞ୍ଚାଇ ଥାଏ। ନିଜ ମନରେ କିଛି କରି ପାରିବାର ସାହସ ହିଁ ଜଣଙ୍କୁ ଶ୍ରେଷ୍ଠ ବିବେଚିତ କରାଏ। ଅନ୍ୟମାନଙ୍କ ବିଶ୍ଵାସ ଅପେକ୍ଷା ନିଜ ମନୋବଳ ଦୃଢ଼ ରହିଲେ ସବୁ ଅସମ୍ଭବ ମଧ୍ୟ ସମ୍ଭବ ହୋଇପାରେ। ମୀନ ଅଡିଓ ସିରିଜର ଏହି ଅଧ୍ୟାୟରେ ଆତ୍ମବିଶ୍ଵାସୀ ହେବାକୁ ବାର୍ତ୍ତା ଦିଆଯାଇଛି।
...more
View all episodesView all episodes
Download on the App Store

Meena - Odia SeriesBy ODICAST