Meena - Odia Series

Tara's son


Listen Later

କମ ବୟସରୁ ଉଭୟ ଝିଅ ଏବଂ ପୁଅକୁ ବାହାଘର କରାଇବା ଅନୁଚିତ। ଝିଅମାନଙ୍କର ୧୮ ବର୍ଷ ଏବଂ ପୁଅମାନଙ୍କର ୨୧ବର୍ଷ ପୂର୍ବରୁ ଶାରୀରିକ ଏବଂ ମାନସିକ ଅଭିବୃଦ୍ଧି ହୋଇନଥାଏ। ସେମାନେ ଘରସଂସାର ଚଳାଇବା ପାଇଁ ଉପଯୁକ୍ତ ହୋଇନଥାନ୍ତି। ୟୁନିସେଫ ‘ମୀନା’ ଅଡିଓ ସିରିଜରେ ‘ତାରାର ପୁଅଦେଖା’ ଅଧ୍ୟାୟରେ ବାଲ୍ୟ ବିବାହ ଠିକ ନୁହେଁ ବୋଲି ସମାଜକୁ ବାର୍ତ୍ତା ଦିଆଯାଇଛି।
...more
View all episodesView all episodes
Download on the App Store

Meena - Odia SeriesBy ODICAST