Meena - Odia Series

The Beehive


Listen Later

ଶୌଚାଳୟ ସଫା ରଖିବା ଆମ ସମସ୍ତଙ୍କ ଦାୟିତ୍ୱ। ଶୌଚାଳୟ ବ୍ୟବହାର କରିସାରିବା ପରେ ପୂରା ଡବା ପାଣି ନଢାଳିଲେ, ରୋଗ ଜୀବାଣୁ ବ୍ୟପିବା ସହିତ ଶୌଚାଳୟ ଦୁର୍ଗନ୍ଧ ହୋଇଥାଏ। ସେହିପରି ପାଣି ଢାଳିବା ଦ୍ୱାରା ମଶାମାନଙ୍କ ବଂଶ ବୃଦ୍ଧି ହୋଇଥାଏ। ଫଳରେ ମ୍ୟାଲେରିଆ ହେବାର ମଧ୍ୟ ଆଶଙ୍କା ଥାଏ। ମୀନା ଅଡିଓ ସିରିଜର ଏହି ଅଧ୍ୟାୟରେ ଶୌଚାଳୟ ସଫା ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି।
...more
View all episodesView all episodes
Download on the App Store

Meena - Odia SeriesBy ODICAST