Meena - Odia Series

The Ghost


Listen Later

ସୁସ୍ଥ ଓ ମଜବୁତ ହାଡ଼ ସବୁବେଳେ ପୁଷ୍ଟିକର ଖାଦ୍ୟରୁ ମିଳିଥାଏ। ହାଡ଼କୁ ସୁସ୍ଥ ରଖିବା ପାଇଁ ସନ୍ତୁଳିତ ଖାଦ୍ୟ, ଯେଉଁଥିରେ ପର୍ଯ୍ୟାପ୍ତ ପରିମାଣର କ୍ୟାଲସିୟମ୍, ଭିଟାମିନ୍ ଡି ଓ ଅନ୍ୟାନ୍ୟ ପୋଷକ ତତ୍ୱ ଅନ୍ତର୍ଭୁକ୍ତ। ଏହା ଆମ ଶରୀରକୁ ଶକ୍ତି ଯୋଗାଇବା ସହ ଆମ ହାଡ଼କୁ ମଜଭୁତ କରିଥାଏ। ଫଳରେ ଶାରୀରିକ ଓ ମାନସିକ ବିକାଶ ହୋଇପାରିବ। ତେଣୁ ସୁସ୍ଥ ଶରୀର, ଶକ୍ତ ହାଡ଼ ଲାଗି କ୍ଷୀର ଓ କ୍ଷୀର ଜାତୀୟ ଦ୍ରବ୍ୟ ଖାଇବା ଜରୁରୀ। ୟୁନିସେଫ୍ ‘ମୀନା’ ଅଡିଓ ସିରିଜ୍ର ‘ଘରର ଭୂତ’ ଅଧ୍ୟାୟରେ ସୁସ୍ଥ ଶରୀର ପାଇଁ ପୋଷଣର ଆବଶ୍ୟକତା ଉପରେ ସମାଜକୁ ବାର୍ତ୍ତା ଦିଆଯାଇଛି।
...more
View all episodesView all episodes
Download on the App Store

Meena - Odia SeriesBy ODICAST