Meena - Odia Series

The Peepal Tree


Listen Later

ଗାଁ ଗହଳିରେ କୌଣସି ବ୍ୟକ୍ତିଙ୍କ ଦେହ ଖରାପ ହେଲେ ଏବେବି ଗୁଣି ଗାରେଡ଼ି କବଳରେ ପଡୁଛନ୍ତି। ଏହା ଏକ ଅନ୍ଧବିଶ୍ୱାସ। ଏଥିରୁ ଦୂରେଇ ରହିବା ଦରକାର। ସ୍ୱାସ୍ଥ୍ୟ ଖରାପ ହେଲେ ଡାକ୍ତରଙ୍କ ପରାମର୍ଶ କରିବା ଉଚିତ। ୟୁନିସେଫ ‘ମୀନା’ ଅଡିଓ ସିରିଜରେ ‘ଓସ୍ତ ଗଛ ଛାଇ’ ଅଧ୍ୟାୟରେ ଅନ୍ଧବିଶ୍ଵାସରୁ ଦୂରେଇ ରହିବା ପାଇଁ ସମାଜକୁ ବାର୍ତ୍ତା ଦିଆଯାଇଛି।
...more
View all episodesView all episodes
Download on the App Store

Meena - Odia SeriesBy ODICAST