Meena - Odia Series

The Story of a Prince


Listen Later

ସୁସ୍ଥ ଶରୀର ପାଇଁ ସୁଷମ ଖାଦ୍ୟ ଖାଇବା ଉଚିତ। ଆମ ଖାଦ୍ୟରେ ସବୁଜ ପନିପରିବା, ଡାଲି, ମାଛ, ମାଂସ, ଅଣ୍ଡା, ଗୁଡ଼ ଆଦି ରହିବା ଦରକାର। ଏହି ଖାଦ୍ୟରେ ଆଇରନର ମାତ୍ରା ଅଧିକ ଥାଏ, ଯାହା ଆମ ଶରୀରକୁ ସୁସ୍ଥ ରଖିବା ସହିତ କେଶ ଲମ୍ବା ହୋଇଥାଏ ଓ ଚେହେରାରେ ମଧ୍ୟ ଚମକ ଆସିଥାଏ। ମୀନା ଅଡ଼ିଓ ସିରିଜର ଏହି ଅଧ୍ୟାୟରେ ସୁଷମ ଖାଦ୍ୟ ଖାଇବା ଖାଇବା ଉପରେ ଗୁରୁତ୍ୱ ଦିଆଯାଇଛି।
...more
View all episodesView all episodes
Download on the App Store

Meena - Odia SeriesBy ODICAST