ପ୍ରତିଦିନ ସ୍କୁଲ ଗଲେ ଏବଂ ନିଜ ସ୍କୁଲକୁ ଭଲ ପାଇଲେ ବହୁତ କିଛି ଶିଖି ପାରିବା। ଭଲ ପାଠ ପଢ଼ିବା ସହିତ ବିଭିନ୍ନ ପ୍ରତିଯୋଗିତାରେ ମଧ୍ୟ ସଫତା ହାସଲ କରିପାରିବ। ସବୁଦିନ ସ୍କୁଲକୁ ଆସିବାର ଅର୍ଥ ସଫଳତାର ପାହାଚ ଚଢ଼ିବା। ମୀନା ଅଡିଓ ସିରିଜର ଏହି ଅଧ୍ୟାୟରେ ପ୍ରତିଦିନ ସ୍କୁଲ ଯିବା ଉପରେ ଗୁରୁତ୍ୱ ଦିଆଯାଇଛି।