Meena - Odia Series

Today's News


Listen Later

ପାଠ ପଢ଼ିବା ପାଇଁ ନିର୍ଦ୍ଦିଷ୍ଟ ବୟସ ସମୟ ସୀମା ରହିଛି। ଉପଯୁକ୍ତ ବୟସରେ ପାଠ ପଢ଼ିବା ଫଳରେ ପିଲାମାନଙ୍କର ପାଠରେ ମନ ଲାଗିଥାଏ। ସଠିକ ସମୟରୁ ବିଦ୍ୟା ଗ୍ରହଣ କରୁଥିବା ପିଲାମାନେ ଦୃଢ଼ମନା ଏବଂ ଆତ୍ମବିଶ୍ୱାସୀ ହୋଇଥା'ନ୍ତି। କେଉଁ ସମୟରେ କେଉଁ ନିର୍ଣ୍ଣୟ ନିଆଯିବ ସେ ବାବଦରେ ସେମାନେ ଅବଗତ ଥା'ନ୍ତି। ତେଣୁ ବିଦ୍ୟାଳୟରେ ୬ ବର୍ଷ ବୟସରୁ ପିଲାମାନଙ୍କର ନାମ ଲେଖାଯାଏ। ମୀନା ଅଡିଓ ସିରିଜ "ଆଜିର ତାଜା ଖବର" ଅଧ୍ୟାୟରେ ଠିକ ବୟସରେ ପାଠ ପଢ଼ା ଉପରେ ଗୁରୁତ୍ୱ ଦିଆଯାଇଛି।
...more
View all episodesView all episodes
Download on the App Store

Meena - Odia SeriesBy ODICAST