ଶରୀରରେ ରୋଗ ସୃଷ୍ଟି ହେବାର ଏକ ମାଧ୍ୟମ ହେଉଛି ଆମ ହାତ। ତେଣୁ ଖାଇବା ପୂର୍ବରୁ ହାତ ଧୋଇବା ନିତ୍ୟାନ୍ତ ଆବଶ୍ୟକ। ନଚେତ ମଇଳା ହାତ ଦେଇ ରୋଗ ଜୀବାଣୁ ଆମ ପେଟକୁ ଯାଇଥାଏ ଏବଂ ସୃଷ୍ଟି କରିଥାଏ। ହାତ ଧୋଇବା କାହିଁକି ଆବଶ୍ୟକ ଏବଂ ହାତ ଧୋଇବାର ପ୍ରଣାଳୀ ବିଷୟରେ ୟୁନିସେଫ୍ ମୀନା ଅଡିଓ ସିରିଜରେ କୁହାଯାଇଛି।