
Sign up to save your podcasts
Or


ପୁଅ -ଏଇ ମୁଁ ତୁମକୁ ବାହା ହେବି,
ତମେ ମୋତେ ବାହାହେବ...?
କଣ ଯେ କିଛିକହୁନ.....
କୁହନା ତୁମକୁ ବହୁତ୍ ଦିନରୁ ମୁଖ ପୁସ୍ତକରେ ଦେଖି ଆସୁଛି,
ତୁମକୁ ମୋ ସ୍ୱପ୍ନରେ ଅନେକ ଥର ଦେଖୁଛି,
ତୁମେହିଁ ମୋ ଜୀବନର ଆରମ୍ଭ ତୁମେ ହିଁ ମୋ ଜୀବନର ଶେଷ,
ତୁମକୁ କଥା ଦେଉଛି ଜୀବନ ଥିବା ଯାଏ ତୁମକୁ ଖୁସିରେ ରଖିବି,
କଥା ଦେଉଛି ତୁମକୁ
ଆଜି ଯାଏ ମୋ ମନରେ କାହାକୁ ଯାଗା ଦେଇନି,
ସବୁ ସକାଳେ ଉଠିଲେ ତୁମକୁ ମୁଖ ପୁସ୍ତକରେ ଦେଖେ,
ସବୁ ରାତିରେ ସୋଇବା ଆଗରୁ ତୁମକୁ କେବଳ ଦେଖେ,
ହଁ କହୁନ ଯେ
ଆଉ କେତେଦିନ ପରେ କହବ
ମୁଁ ଜୀବନ ସାରା ଅପେକ୍ଷାକରି ରହିଯିବି କି..?
ଏଇ କୁହନା ପ୍ଲଜ୍
I love u dhana...
ସୁଣନା ମୋ କଥା ଟିକେ ଭାବନା...
ଆଜି ରାତି ରେ ଟିକେ ଭିଡିଓ କଲ୍ ଆସିବ.....
ହାଏ ............ ............
କଲ୍ ମି....
ଝିଅ- ଓକେ
କିନ୍ତୁ ତୁମେ ମୋ ବିଷୟରେ କିଛି ବି ଜାଣିନ,
କେବଳ ମୁଖ ପୁସ୍ତକରେ କଣ ପ୍ରେମ ହୁଏ...?
ମୋତେ ପାଖରୁ ଥରେ ଦେଖ,
ମୋ ସହ ଦେଖା ହେବା ପରେ,
ମୁଁ ତୁମ ପ୍ରଶ୍ନର ଉତ୍ତର ତେବେ ଦେବି,
ପୁଅ- ହଁ ଯେ କିନ୍ତୁ ଆଜି ଭିଡିଓ କଲରେ ଆସ ନାଁ,
ମୋ କଥା ଥର ଟିଏ ପାଇଁ ରଖନାଁ
ପ୍ଲିଜ୍.........
ମୋ ଧନ ମୋ କଥା ଦେଖା ହେବା ପରେବି ପରିବର୍ତ୍ତନ ହେବନି ଦେଖିବ ଯେ ମୁଁ ମୋ କଥାରେ ସ୍ଥିର,
ଝିଅ - ଆସିବି ଯେ ୧୨ ଟା ପରେ
📞📞📞📞📞📞📞📞📞☎️
ଆରେ କଲ କରୁଛି ପା ...
ପୁଅ- ହଁ ଆସୁଛି...!
ଏ ତୁମେ ....
ତ ମୋ ଭାବିବା ଠାରୁ ବି ଅଧିକ ସୁନ୍ଦର
ମୁଁ କଣ କହିବି ଯେ..?
ତଳକୁ କଣ ଦେଖୁଛ ମୋତେ ଦେଖୁନ,
ଏଇ ଅନଉନ...,
ଦେଖ ନାଁ ମୋତେ ,
ଦେଖିଲ ମୁଁ ତୁମ ପାଖରେ ନିଜକୁ ପୁରା ଫୁଙ୍ଗୁଳା କରି ଦେଇଛି..!
ଝିଅ -ଏ କଣ କପଡା ପିନ୍ଧ ,
ମୋତେ ଲାଜ ଲାଗୁଛି,
ମୋର ଏମିତି ତୁମକୁ ଦେଖିବା ଦରକାର ନାହିଁ,
ମୁଁ ଭି ସ୍ୱାଭିମାନି,
ମୁଁ ପ୍ରେମ କୁ ତପସ୍ଯା ଭାବେ,ଆଉ ଦେହ କୁ ପୂଜା,
କେବେ ଆସିବ....?
ପୁଅ-କାଲି 3 ଟାରେ ଆସିବି,
I love u.......
P.T.O part-2
@RJneesha
@RJlipu
By Dudnu TVପୁଅ -ଏଇ ମୁଁ ତୁମକୁ ବାହା ହେବି,
ତମେ ମୋତେ ବାହାହେବ...?
କଣ ଯେ କିଛିକହୁନ.....
କୁହନା ତୁମକୁ ବହୁତ୍ ଦିନରୁ ମୁଖ ପୁସ୍ତକରେ ଦେଖି ଆସୁଛି,
ତୁମକୁ ମୋ ସ୍ୱପ୍ନରେ ଅନେକ ଥର ଦେଖୁଛି,
ତୁମେହିଁ ମୋ ଜୀବନର ଆରମ୍ଭ ତୁମେ ହିଁ ମୋ ଜୀବନର ଶେଷ,
ତୁମକୁ କଥା ଦେଉଛି ଜୀବନ ଥିବା ଯାଏ ତୁମକୁ ଖୁସିରେ ରଖିବି,
କଥା ଦେଉଛି ତୁମକୁ
ଆଜି ଯାଏ ମୋ ମନରେ କାହାକୁ ଯାଗା ଦେଇନି,
ସବୁ ସକାଳେ ଉଠିଲେ ତୁମକୁ ମୁଖ ପୁସ୍ତକରେ ଦେଖେ,
ସବୁ ରାତିରେ ସୋଇବା ଆଗରୁ ତୁମକୁ କେବଳ ଦେଖେ,
ହଁ କହୁନ ଯେ
ଆଉ କେତେଦିନ ପରେ କହବ
ମୁଁ ଜୀବନ ସାରା ଅପେକ୍ଷାକରି ରହିଯିବି କି..?
ଏଇ କୁହନା ପ୍ଲଜ୍
I love u dhana...
ସୁଣନା ମୋ କଥା ଟିକେ ଭାବନା...
ଆଜି ରାତି ରେ ଟିକେ ଭିଡିଓ କଲ୍ ଆସିବ.....
ହାଏ ............ ............
କଲ୍ ମି....
ଝିଅ- ଓକେ
କିନ୍ତୁ ତୁମେ ମୋ ବିଷୟରେ କିଛି ବି ଜାଣିନ,
କେବଳ ମୁଖ ପୁସ୍ତକରେ କଣ ପ୍ରେମ ହୁଏ...?
ମୋତେ ପାଖରୁ ଥରେ ଦେଖ,
ମୋ ସହ ଦେଖା ହେବା ପରେ,
ମୁଁ ତୁମ ପ୍ରଶ୍ନର ଉତ୍ତର ତେବେ ଦେବି,
ପୁଅ- ହଁ ଯେ କିନ୍ତୁ ଆଜି ଭିଡିଓ କଲରେ ଆସ ନାଁ,
ମୋ କଥା ଥର ଟିଏ ପାଇଁ ରଖନାଁ
ପ୍ଲିଜ୍.........
ମୋ ଧନ ମୋ କଥା ଦେଖା ହେବା ପରେବି ପରିବର୍ତ୍ତନ ହେବନି ଦେଖିବ ଯେ ମୁଁ ମୋ କଥାରେ ସ୍ଥିର,
ଝିଅ - ଆସିବି ଯେ ୧୨ ଟା ପରେ
📞📞📞📞📞📞📞📞📞☎️
ଆରେ କଲ କରୁଛି ପା ...
ପୁଅ- ହଁ ଆସୁଛି...!
ଏ ତୁମେ ....
ତ ମୋ ଭାବିବା ଠାରୁ ବି ଅଧିକ ସୁନ୍ଦର
ମୁଁ କଣ କହିବି ଯେ..?
ତଳକୁ କଣ ଦେଖୁଛ ମୋତେ ଦେଖୁନ,
ଏଇ ଅନଉନ...,
ଦେଖ ନାଁ ମୋତେ ,
ଦେଖିଲ ମୁଁ ତୁମ ପାଖରେ ନିଜକୁ ପୁରା ଫୁଙ୍ଗୁଳା କରି ଦେଇଛି..!
ଝିଅ -ଏ କଣ କପଡା ପିନ୍ଧ ,
ମୋତେ ଲାଜ ଲାଗୁଛି,
ମୋର ଏମିତି ତୁମକୁ ଦେଖିବା ଦରକାର ନାହିଁ,
ମୁଁ ଭି ସ୍ୱାଭିମାନି,
ମୁଁ ପ୍ରେମ କୁ ତପସ୍ଯା ଭାବେ,ଆଉ ଦେହ କୁ ପୂଜା,
କେବେ ଆସିବ....?
ପୁଅ-କାଲି 3 ଟାରେ ଆସିବି,
I love u.......
P.T.O part-2
@RJneesha
@RJlipu