Sign up to save your podcasts
Or

ପୁଅ - ଫାଇଭ୍ ଷ୍ଟାର ହୋଟେଲେ, ବହୁତ ପଇସା ମୁଁ ଦେଇପାରିବିନି ।
ଝିଅ - ତୁମେ ନଦିଅ ମୁଁ ଦେବି କିନ୍ତୁ ତୁମେ ବୁକ୍ ତ କରିବ , ଆମେ ଯିବା ସେଠି ଦେଖା ହେବା , କଥା ହେବା । ବହୁତ ଥର ରୋଡ୍ ସାଇଟରେ ଦେଖା ଦେଲେଣି । ଲକ୍ ଡାଉନ ବି ସରିଲା ସବୁ ଏବେ ସାନିଟାଇଜ୍ ହୋଇ ଖୋଲାଯିବ ।
ପୁଅ - ହଁ ମୁଁ କେବେ ବି ହୋଟେଲ ବୁକ୍ କରିନି କି ଏତେ ବଡ ହୋଟେଲ ଯାଇନି ।
ଝିଅ - ମୁଁ ବଡ ବଡ ହୋଟେଲ ଯାଇଛି କିନ୍ତୁ କେବେ ବୁକ୍ କରିନି , ଖାଇବାକୁ ଯାଇଛି । ବାହାରେ ବୁଲିବାକୁ ଗଲେ ଘର ଲୋକ କେହି କି ନନା ସାଙ୍ଗରେ ଥାଏ । ସେ ବୁକ୍ କରିଥାଏ ।
ପୁଅ - ହଉ ଦେଖିବା ମୁଁ ଖୋଲିବା ପରେ ନେଟ୍ ସର୍ଚ୍ଚ କରିବି , ତୁମକୁ କହିବି । କୋଉ ହୋଟେଲ ଦେଖିବି କହିଥାଅ । ମୁଁ ତ ହୋଟେଲ ବି ଜାଣିନି ।
ଝିଅ - ମେ ପେୟାର ନହେଲେ ଲାଫାକ୍ଫିନ କି କ୍ରାଉନ ଦେଖିବ ।
ପୁଅ - ଏ ସବୁ ହୋଟେଲ ତୁମେ ଯାଅ ..କି..?
ଝିଅ - ହଁ New year party ଯାଇଛି । ଖାଇବାକୁ ଯାଇଛି ସାଙ୍ଗ ମାନଙ୍କ ସହ ବାର୍ଥ ପାର୍ଟିରେ ।
ପୁଅ - ସତ କୁହ ତ ଧନ , ତମେ ବଡବଡିଆଙ୍କ ଭଳି କଥା କହିଲେ୍ ମୋତେ ଡର ଲାଗେ , ମୁଁ ସାଧାରଣ ପରିବାରର ସାଧାରଣ ପିଲାଟିଏ , ବଡ ହେବାକୁ ବହୁତ ଇଚ୍ଛା ପିଲା ବେଳରୁ , ଗାଁ ସାଙ୍ଗ ମାନହ୍କ ଠାରୁ ଆଗ ମୁଁ ସାଇକେଲ କିଣିଥିଲି,କଲେଜରେ ମୋର ଏକା ଗାଡି ଥିଲା , ବୋଉ ମୋର ଏ ସ୍ୱପ୍ନ ସବୁ ଜାଣି ବହୁତ ଡରେ । ତୁମେ ମୋ ଜୀବନ ମୁଁ ତୁମକୁ ବହୁତ ଭଲପାଏ ।
ଝିଅ - ପ୍ଲିଜ୍ ମୋତେ ଏମିତି କଥା କୁହନି । ମୁଁ ତୁମ ପାଖକୁ ଯେବେ ଯାଇଛି । ତୁମ ଭଳି ହୋଇ ଜୀବନ ଯାକ ତୁମ ଭଳି ହୋଇ ରହିବି । ସେଠୁ ଜୀବନରେ କେବେ ବାହାରି ଯିବାକୁ କହିବନି କି ମୋତେ ଏକା କେବେ ରହିବାକୁ ଦେବନି । ମୋତେ ଏକଲା ରହିବାକୁ ବହୁତ ଡର ଲାଗେ । ମୁଁ ସେଥିପାଇଁ ଜୀବନ ଯାକ ତୁମେ ଯେମିତି ରଖିବ ରହିଯିବି ।
ପୁଅ - ମୁଁ ତୁମ ଠାରୁ ଏମିତି କଥା ଶୁଣେ ପାଖରେ ବି ସେମିତି ପାଏ , ପାଖରେ ଥିବା ବେଳେ ଆଜି ଯାଏ ମୁଁ ବି ଦେଖିନି ତୁମେ ମୋ ପାଖରେ ଛିଡା ହୋଇ ଅନ୍ୟ କୁଆଡେ ଅନାଅ । କେବଳ ମୋ ମୁହଁକୁ ଦେଖି କଥା କହୁଥାଅ । ମୁଁ ଦେଖେ ସିମ୍ପୁଲ୍ ଡ୍ରେସ୍ ପିନ୍ଧି ଆସ । ମୋତେ ଭଲ ଲାଗେ । ମୁଁ ତୁମକୁ ବହୁତ ଭଲପାଏ ।
ଝିଅ - ମୁଁ ବି , ଧନ ତୁମେ ମୋ ଜୀବନ ମୋ ନିଶ୍ୱାସ ହୋଇଗଲଣି , କଣ କରିବି ଯଦି କିଛି ଏପଟ ସେପଟ ହୁଏ ନା ପଛ ଘୁଞ୍ଚା ଦେଇ ପାରିବି ନା ତୁମକୁ ଛାଡି ଆଉ ରହିପାରୁଛି କିନ୍ତୁ କଥା ହେଉଛି ଏତେ ସମୟ ତ ଲାଗୁଛି ଯେମିତି ତୁମେ ମୋ ପାଖେ ପାଖେ ରହୁଛ
।
ପୁଅ - ନା ମ କିଛି ହେବନି । ମୁଁ ଏବେ ବାବୁଛି ଚାକିରି ଟେ କରି ତୁମକୁ ବାହା ହୋଇ ଯିବି । ରାଜନିତୀ ଥାଉ ଆଉ ଆଗକୁ ସବୁ ଠିକ୍ ହେଲେ କରିବା । ତୁମେ ମୋର ବହୁତ ମନେ ପଡୁଛ ।
ଝିଅ - ଧନ , ଏଇ ସବୁ କିଛି ଭାବିକି କର ପାଗଳାମୀ ଗୋଟେ ଜାଗାରେ । ପୂରା ଜୀବନର କଥା ଏପଟ ସେପଟ ହେଲେ ରହିବା ବଡ କଷ୍ଟ । ଚଳିବା ପାଇଁ ବ୍ୟବସ୍ଥା କରିବା ବହୁତ କଷ୍ଟ । ରୋଜଗାର ନଥାଇ ରହିବା କେମିତି ?
ପୁଅ - କୋଉଠି ଲେଖା ହୋଇଛି । ପୁଅଟେ ଘର ସମ୍ଭାଳିବ , ମିଶିକି ସମ୍ଭାଳିବା , ରୋଜଗାର କରିବା , ମିଶିକି ରହିବା । ମୁଁ ଭୁବନେଶ୍ୱର ଯାଇ ପ୍ରଥମ ଗୋଟିଏ ଘର ଖୋଜୁଛି । ଆମେ ତ ବାହାରେ ଦେଖା ବି ହୋଇପାରିବା ନାହିଁ । ତୁମ ଲୋକ ଦେଖିବେ ଡରୁଛ । ତ ଧିରେ ଧିରେ ଘରର ଜିନିଷ ପତ୍ର କରି ବାହା ହୋଇ ଯିବା , ଯାହା ହେବ ପାଖରେ ରହିବା ।
ଝିଅ - ହଁ ଯେ ତୁମେ ଖୁସିରେ ରହିପାରିବ ନାହିଁ ଏବେ କହୁଛ ତୁମର , ରାଜନିତୀ ହେଉଛି କମ୍ଯୋରୀ । କିଛି ଦିନ ଗଲେ ଝୁରି ହେବ । ସେଥିପାଇଁ ମୁଁ ତୁମକୁ ନେଇ ଆଗକୁ ସେମିତି ବଢିପାରିବିନି , ହଁ ଘର ନେବା ଦେଖାହେବା କିନ୍ତୁ ସବୁ କିଛି ଠିକ୍ କରି ବାହା ହୋଇ ପାଖକୁ ଲୋକଙ୍କୁ ଜଣାଇ ବାଜା ବଜାଇ ଆସିବା , ବୁଝିଲ ଧନ ...
By Dudnu TVପୁଅ - ଫାଇଭ୍ ଷ୍ଟାର ହୋଟେଲେ, ବହୁତ ପଇସା ମୁଁ ଦେଇପାରିବିନି ।