କିଛି କଥା, କିଛି ବ୍ୟଥା ଓ କବିତା |

ଆଜିର କାହାଣୀ ..... ଭାରି ଅମାନିଆ ଏ ପ୍ରେମ Part 15


Listen Later

ପୁଅ - କିଛି ବୁଝାବୁଝି ନାହିଁ ତୁମେ ମୋର ତୁମ ଉପରେ  ମୋର ଅଧିକାର ଅଛି । ତୁମେ ମୋ ସ୍ତ୍ରୀ ମୁଁ ତୁମକୁ କେବଳ ମୋ ସ୍ତ୍ରୀ ରୂପରେ ଦେଖେ, ନାଁ ମୋର ନିଶାପାଣି କିଛି ଅଛି । ମୁଁ ଭଲ ପାଉଛି କିଛି ଭୂଲ ତ କରନ୍ତି । ଏତେ ବର୍ଷ ପରେ ତୁମେ ମୋ ଜୀବନରେ ଆସିଛ । ଆମେ ପାଖକୁ ଆସିବା ଏଥିରେ ଭୂଲ କିଛି ନାହିଁ । ଆଉ ରହି ହେଉନି ମୁଁ ଜାଣିନି ତୁମେ କଣ କରିବ । ମୋ ପାଖରେ ଚୁପ୍ ରୁହ ପାଖରେ ଥାଅ ।

ଝିଅ - ସରିଲା , ତୁମ ଯିଦି , ଖୁସି ତୁମେ ତୁମ ଖୁସିରେ ମୁଁ ବି ଖୁସି କିନ୍ତୁ ଏ ସବୁ ଜାଗାରେ ଠିକ୍ ନଥିଲା ଆମେ ଗୋଟେ ଭଲ ଯାଗାରେ ଭଲ ମୁହୁର୍ତ୍ତରେ ପାଖକୁ ଆସିଥାନ୍ତେ , ଧନ ।

ପୁଅ - ଏହା ହିଁ ସବୁଠାରୁ ଭଲ ମୂହୁର୍ତ୍ତ ଯେଉଁ ସମୟରେ ତୁମେ ମୋର ହୋଇଗଲ । ସାରାଜୀବନ ପାଇଁ ଦୁନିଆରେ କେହି ବି ଆମକୁ ଅଲଗା କରିପାରିବେ ନାହିଁ , ମୁଁ ଯିବି ଏବେ ତୁମେ ବାହାର ଫୋନ ପ୍ରବଳ ଆସିଲାଣି , କେକ୍ କାଟିବେ ତ ଅପେକ୍ଷା କରିଛନ୍ତି ।

ଝିଅ - ହଁ ି,ଯିବା ଘରକୁ ଗଲେ କଥା ହୋଇ ଶୋଇବ । ମୋର କଥା ଅଛି ଧନ ତୁମେ ଖାଲି ମୋର , କେବେ ହେଲେ ଅଲଗା କିଛି

ଭାବିବି ନାହିଁ । 

ପୁଅ - ଗାଡି ଷ୍ଟାଟ୍ କର ଆଗରେ ଚାଲ । ମୁଁ ସେପଟେ ତୁମକୁ ଛାଡିକି ଯିବି ।

ଝିଅ - ରିଙ୍ଗ୍ 

ପୁଅ - ହାଲୋ ମୁଁ ପହଞ୍ଚିଗଲି କ୍ଲବରେ ଅଛି । ଯାଇକି କଲ୍ କରୁଛି

ଝିଅ - ରିଙ୍ଗ୍‌

ଝିଅ -ରିଙ୍ଗ୍‌

ପୁଅ - ନଟ୍ ରେସପଣ୍ଡିଙ୍ଗ୍ 

ଝିଅ - ରିଙ୍ଗ୍ 

ପୁଅ - ହାଲୋ ଗୁଡ୍ ମର୍ଣ୍ଣିଙ୍ଗ୍ ଧନ , କାଲି ରାତିରେ ବହୁତ ଟାଏଡ୍ ଲାଗିଲା ଫ୍ରେସ୍ ହୋଇ ଆସି କଥା ହେବି ଭାବିଥିଲି କିନ୍ତୁ ଖଟରେ ପଡିଛି । ପୋନ ଚାର୍ଜରେ ଲଗେଇ ଯାଇଥିଲି ବାଥରୁମ୍ , ଆଉ ଆଣିନି । ନିଦ ହୋଇଯାଇଛି । ରାଗିଛ , ରାଗନି ନିଦ ହୋଇଗଲା । ଏବେ ମୁଁ ଫ୍ରେସ୍ ହୋଇଯାଏ । ଆମେ ଦିନସାରା କଥା ହେବା ଧନ । 

ଝିଅ - ମୁଁ ତ କିଛି ବି କହିନି ତୁମେ ଏତେ କଥା କାହିଁକି କହୁଛ ।

ପୁଅ - ହଁ ତୁମେ ମୋ ସ୍ତ୍ରୀ, ମୁଁ ସମୟ ଦେବାକୁ କହି ଦେଇପାରିନି ତ , ମୁଁ କାହିଁକି ସମୟ ଦେଇନି ଏକ୍ସପ୍ଲାନେସନ୍ ଦେବି ନା , ଏବେ ରହୁଛି ।

ଝିଅ - ହାଲୋ , କଣ କହୁଛ । ମୁଁ କାଲି ସେଇ ଯାଗାରେ ହିଁ ରହିଯାଇଛି , ତୁମେ ଏତେ ରାଗି , ଏତେ ଜିଦିଆ କି ମୁଁ କିଛି ମୋ କଥା କହି ହିଁ ପାରୁନି । ତୁମେ ମୋତେ ବୁଝୁଛ ତ ଧନ । ମୋତେ ଡର ଲାଗୁଛି । ଆମେ ବହୁତ ଆଗକୁ ବଢି ଗଲେଣି , ତୁମ ଘର ଲୋକ ମୋତେ ଗ୍ରହଣ କରିବେ ତ ?

ପୁଅ - କହିଲି ପା ସେମାନେ ବାହାହେବେ ନା ମୁଁ ବାହାହେବି । ଅ୍ଧମ ରହିଲା ଆମେ ବାହା ହୋଇ ସାରିଛେ ସମାଜ ଆଗରେ ତୁମକୁ ବୋହୁ କରି ଆଣିବି । ଯଦି ଏପଟ ସେପଟ ହେଲା ଆମେ ଭରବଙ୍କନଶ୍ୱରରେ ବାହା ହୋଇ ରହିଯିବା । ତୁମ ବିନା ମୁଁ ବଞ୍ଚିପାରିବିନି , ମୋର ଜୀବନରେ ମୁଁ ଅନେକ ସାଙ୍ଗସାଥି , ଗାଁ ରେ ସବୁ ଲୋକ ସମସ୍ତଙ୍କ ଫିଲିଙ୍ଗସ୍ ଶୁଣିଛି କିନ୍ତୁ, ତୁମେ ମୁଁ ଯେମିତି ଖୋଜୁଥିଲି ସେମିତି । ତେଣୁ ତୁମକୁ ମୋ ଦେହ ମୋ ମନ ସବୁ ଜାଗାରେ ରଖି ସାରିଛି । ବହୁତ ଜଲଦି ପାଖକୁ ଆସିବା ।

ଝିଅ - ହଁ ଠିକ୍ ଯେ , ତୁମେ ଧିରେ ଧିରେ ଘରେ କୁହ ।

ପୁଅ - ହଁ ତୁମେ ବ୍ୟସ୍ତ ହୁଅନା ମୁଁ ଘରେ କହି ସାରିଲିଣି ଆଉ ସେମାନେ ମୋ ଖୁସି ହିଁ ଦେଖିବେ । ଗାଁ ଝିଅ ମୋର ପସନ୍ଦ ନୁହେଁ , ସେମାନେ ଜାଣନ୍ତି ବହୁତ ଦିନ ଆଗରୁ ଜଗତସିଂହପୁରର ଗୋଟେ ଝିଅର ପ୍ରସ୍ତାବ ଘରକୁ ଆସିଥିଲା । ମୁଁ ଗାଳି କରି ମନା କରିଥିଲି ।

ଝିଅ - ଧନ , ମୋର ଟିକେ କାମ ଅଛି କରି ସାରିଲେ ମୁଁ ଫ୍ରୀ ହୋଇ କଥା ହେବି ତୁମେ ତୁମ କାମ ସାର କହୁଥିଲ , ଆଜି ତୁମ ମିଟିଙ୍ଗ୍ ଅଛି । ମନେ ପକେଇ ଦେଲି ଯାଅ , ହେଲା ଆଇ ଲଭ୍ ୟୁ , ଉମା 

ପୁଅ - ଉମା , ହଁ ମୁଁ ବି ଯାଉଛି , ତୁମେ କେତେବେଳେ ଫ୍ରୀ ହେବ , ମୋ ଫୋନ୍ ଗୋଟେ ରିଙ୍ଗ୍‌ରେ ଉଠେଇବ । ବାହାରକୁ ଯିବ ସାଙ୍ଗରେ କିଏ ଯିବେ ?  ଏଇ ଦେଖିକି ତୁମେ ଖାଲି ମୋର , ଆଇ ଲଭ୍ ୟୁ .. ଉମା 


...more
View all episodesView all episodes
Download on the App Store

କିଛି କଥା, କିଛି ବ୍ୟଥା ଓ କବିତା |By Dudnu TV