
Sign up to save your podcasts
Or


ପୁଅ - good morning ଧନ
ମୋତେ ନା ତୁମକୁ ଦେଖାହେବାର ଅଛି ତ ନିଦ କାଲି ଜମାରୁ ହେଲାନି
ତୁମକୁ ନିଦ ହୋଇଥିଲା ।
୩ ଟା କଣ ଜଲଦି ଜଲଦି ହେଉନି
ମୁଁ ବାହାରି ଯାଉଛି ତୁମକୁ ଅପେକ୍ଷା କରିଥିବି
ତୁମେ ଯେତେବେଳେ କହିଛ ଆସିବ ।
ଝିଅ - ଆରେ ନା ତୁମେ ଆସନି ଆଜି
ମୋତେ ଲାଜ ଲାଗୁଛି , ମୁଁ ଯିବିନି
ଆମେ ଆଗକୁ କେବେ ଦେଖା ହେବା
ମୁଁ ରହୁଛି
ପୁଅ - କହିଲି ପା ଆଜି ହିଁ ଦେଖାହେବ
ମୁଁ ତ ଯାଉଛି ତୁମେ ଆସିଲେ ଆସ ନହେଲେ ନାହିଁ
୨ ମାସ ହେବ କଥା ହେଉଛେ
ତୁମେ କିଛି ବି ଆଗକୁ ବଢୁନ
ଝିଅ - ହଉ ଯେ , ଆସ
କିନ୍ତୁ ମୁଁ ସାଙ୍ଗେ ସାଙ୍ଗେ ପଳେଇ ଆସିବି
ତୁମେ ପହଞ୍ôଚବା ପରେ କଲ କରିବ
ପୁଅ - ହେଲୋ ... ଧନ ମୁଁ ଆସିଗଲି
ଝିଅ - କଣ ୧ ଟା ହୋଇଛି
ଆମର ବା କଥା ଥିଲା ୩ ଟାରେ ଦେଖା ହେବ ।
ପୁଅ - ଠିକ୍ ଅଛି ତୁମେ ୩ ଟାରେ ଆସ
ମୁଁ ଏଇଠି ଅପେକ୍ଷାରେ ଅଛି
ଆସିଲା ବେଳେ ପାଣି ବୋତଲ ଟେ ଆଣିବ
ଲକଡାଉନ ତ ସବୁ ବନ୍ଦ ଅଛି ।
ଝିଅ - ତୁମେ ଖାଇଛ ନା
ହଉ ମୁଁ ନେଇଯିବି
ପୁଅ - ଘରୁ ବାହାରିଲେ ଲାଇନରେ ରହିବ
ଫୋନ କାଟିବନି
ଝିଅ - ହଉ
ଝିଅ - ମୁଁ ଏବେ ବାହାରୁଛି
ତୁମେ କୋଉଠି ? ତୁମକୁ ମୁଁ ଭିଡିଓ ରେ ଦେଖିଛି
ସାମ୍ନାରେ ଦେଖାପାଇଁ ଯାଉଛି
ଭାରି ଡର ଲାଗୁଛି , ଯଦି ପାଖରେ ଦେଖିଲେ
ମୋତେ ରିଜେକ୍ଟ କରିଦେବ ।
ପୁଅ - ତୁମେ ଆସ ଏତେ ଗପନି , ପ୍ରଥମେ ପହଞ୍ଚିଯାଅ
ମୁଁ ବ୍ଲାକ୍ କଲର ଡ୍ରେସ୍ ପିନ୍ଧି ରାମ ମନ୍ଦିର ଖାଓ ଗଳିରେ ଛିଡା ହୋଇଛି
ଗଛ ତଳେ , ତମେ ଆସ
କୋଉଠି ହେଲ
ଝିଅ - ଏଇତ ଖାଓ ଗଳିରେ
ବ୍ଲାକ୍ କଲର୍ ସ୍କୁଟିରେ
ବ୍ଲାକ୍ ଡ୍ରେସ୍ ପିନ୍ଧିଛି ।
ପୁଅ - ଆଗକୁ ଆସ
ଫୋନ କାଟ
ଝିଅ - ହଁ ଷ୍ଟାଣ୍ଡ ମାରେ ଗାଡିର
ରୁହ ଛିଡା ହୁଏ
ପୁଅ - କଣ କହୁଥିଲ ତୁମେ ଅସୁନ୍ଦର
ମୋ ଆଖି ଯେମିତି ଭାବିଥିଲା ତୁମେ ଠିକ୍ ସେମିତି ଆଉ ସୁନ୍ଦର ମଧ୍ୟ
ତୁମ ଚେହେରା ଅପେକ୍ଷା ତୁମ କଥା ମୋତେ ଭଲ ଲାଗେ
ଝିଅ - ଦେଖ ଦେହ ଥରୁଛି
ଗୋଡ ହାତ ଥରିଲାଣି , ମୁଁ ଯାଉଛି
ପୁଅ - ପାଖରେ ଛିଡା ହୋଇ ରୁହ
ଝିଅ - ଆରେ ନା ନା ହାତ ଛାଡ
By Dudnu TVପୁଅ - good morning ଧନ
ମୋତେ ନା ତୁମକୁ ଦେଖାହେବାର ଅଛି ତ ନିଦ କାଲି ଜମାରୁ ହେଲାନି
ତୁମକୁ ନିଦ ହୋଇଥିଲା ।
୩ ଟା କଣ ଜଲଦି ଜଲଦି ହେଉନି
ମୁଁ ବାହାରି ଯାଉଛି ତୁମକୁ ଅପେକ୍ଷା କରିଥିବି
ତୁମେ ଯେତେବେଳେ କହିଛ ଆସିବ ।
ଝିଅ - ଆରେ ନା ତୁମେ ଆସନି ଆଜି
ମୋତେ ଲାଜ ଲାଗୁଛି , ମୁଁ ଯିବିନି
ଆମେ ଆଗକୁ କେବେ ଦେଖା ହେବା
ମୁଁ ରହୁଛି
ପୁଅ - କହିଲି ପା ଆଜି ହିଁ ଦେଖାହେବ
ମୁଁ ତ ଯାଉଛି ତୁମେ ଆସିଲେ ଆସ ନହେଲେ ନାହିଁ
୨ ମାସ ହେବ କଥା ହେଉଛେ
ତୁମେ କିଛି ବି ଆଗକୁ ବଢୁନ
ଝିଅ - ହଉ ଯେ , ଆସ
କିନ୍ତୁ ମୁଁ ସାଙ୍ଗେ ସାଙ୍ଗେ ପଳେଇ ଆସିବି
ତୁମେ ପହଞ୍ôଚବା ପରେ କଲ କରିବ
ପୁଅ - ହେଲୋ ... ଧନ ମୁଁ ଆସିଗଲି
ଝିଅ - କଣ ୧ ଟା ହୋଇଛି
ଆମର ବା କଥା ଥିଲା ୩ ଟାରେ ଦେଖା ହେବ ।
ପୁଅ - ଠିକ୍ ଅଛି ତୁମେ ୩ ଟାରେ ଆସ
ମୁଁ ଏଇଠି ଅପେକ୍ଷାରେ ଅଛି
ଆସିଲା ବେଳେ ପାଣି ବୋତଲ ଟେ ଆଣିବ
ଲକଡାଉନ ତ ସବୁ ବନ୍ଦ ଅଛି ।
ଝିଅ - ତୁମେ ଖାଇଛ ନା
ହଉ ମୁଁ ନେଇଯିବି
ପୁଅ - ଘରୁ ବାହାରିଲେ ଲାଇନରେ ରହିବ
ଫୋନ କାଟିବନି
ଝିଅ - ହଉ
ଝିଅ - ମୁଁ ଏବେ ବାହାରୁଛି
ତୁମେ କୋଉଠି ? ତୁମକୁ ମୁଁ ଭିଡିଓ ରେ ଦେଖିଛି
ସାମ୍ନାରେ ଦେଖାପାଇଁ ଯାଉଛି
ଭାରି ଡର ଲାଗୁଛି , ଯଦି ପାଖରେ ଦେଖିଲେ
ମୋତେ ରିଜେକ୍ଟ କରିଦେବ ।
ପୁଅ - ତୁମେ ଆସ ଏତେ ଗପନି , ପ୍ରଥମେ ପହଞ୍ଚିଯାଅ
ମୁଁ ବ୍ଲାକ୍ କଲର ଡ୍ରେସ୍ ପିନ୍ଧି ରାମ ମନ୍ଦିର ଖାଓ ଗଳିରେ ଛିଡା ହୋଇଛି
ଗଛ ତଳେ , ତମେ ଆସ
କୋଉଠି ହେଲ
ଝିଅ - ଏଇତ ଖାଓ ଗଳିରେ
ବ୍ଲାକ୍ କଲର୍ ସ୍କୁଟିରେ
ବ୍ଲାକ୍ ଡ୍ରେସ୍ ପିନ୍ଧିଛି ।
ପୁଅ - ଆଗକୁ ଆସ
ଫୋନ କାଟ
ଝିଅ - ହଁ ଷ୍ଟାଣ୍ଡ ମାରେ ଗାଡିର
ରୁହ ଛିଡା ହୁଏ
ପୁଅ - କଣ କହୁଥିଲ ତୁମେ ଅସୁନ୍ଦର
ମୋ ଆଖି ଯେମିତି ଭାବିଥିଲା ତୁମେ ଠିକ୍ ସେମିତି ଆଉ ସୁନ୍ଦର ମଧ୍ୟ
ତୁମ ଚେହେରା ଅପେକ୍ଷା ତୁମ କଥା ମୋତେ ଭଲ ଲାଗେ
ଝିଅ - ଦେଖ ଦେହ ଥରୁଛି
ଗୋଡ ହାତ ଥରିଲାଣି , ମୁଁ ଯାଉଛି
ପୁଅ - ପାଖରେ ଛିଡା ହୋଇ ରୁହ
ଝିଅ - ଆରେ ନା ନା ହାତ ଛାଡ