Sign up to save your podcasts
Or

ଝିଅ - ଆସୁଛି , ସନ୍ଧ୍ୟା ହେଲାଣି
ପୁଅ - ଆଉ ଟିକେ ରୁହ
ଝିଅ - ନାଁ , ଡେରି ହେଲାଣି
ମୁଁ ସନ୍ଧ୍ୟା ପରେ ବାହାରେ ରୁହେନି , ଏକା
ପୁଅ - ଏକା କୋଉଠି , ମୁଁ ପା ଅଛି ସାଙ୍ଗରେ
ଝିଅ - ହଉ ବାଏ
ପୁଅ - ଆଉ କେବେ ଦେଖା ହେବା
ଝିଅ - କାହିଁ ତୁମେ କଣ ଆଉ ଫୋନ କରିବନି କି ?
ପୁଅ - ଭାବୁଛି ଏଇଠି ରହିଯିବି ଆଉ ଯିବିନି
ତୁମ ସହ ଏମିତି କଥା ହେଉଥିବି , ତୁମକୁ ଆଖି ପୁରେଇ ଦେଖୁଥିବି
ଆଖି ପିଛୁଳା ପକାଇବାକୁ ବି ଇଚ୍ଛା ନାହିଁ
ଝିଅ - ଏଇ ରୋଡ୍ ସାଇଟରେ ରହିଯିବ ନାଁ କଣ
ଲକ୍ଡାଉନ ଟାଇମ୍ ପୋଲିସ ଭ୍ୟାନ ବୁଲିଲାଣି
ତୁମେ ଯାଅ
ପୁଅ - ହଉ ଆଇ ଲଭ ୟୁ ତ କହିକି ଯାଅ
ଝିଅ - ଆଇ ଲଭ ୟୁ ଧନ
ପୁଅ - ତୁମେ ଆଗରେ ଆଗରେ ଚାଲ ମୁଁ ତୁମ ଘର ଦେଖି ସେ ପଟେ ହିଁ
ଘରକୁ ପଳେଇବି
ଝିଅ - ହଉ
ପୁଅ - ମୁଁ ଏବେ ଆସି ଘରେ ପହଞ୍ଚିଲି । ତୁମେ କଣ କରୁଛ
ଝିଅ - ହାଲୋ ହଁ ମୁଁ ପଢାପଢି ଟିକେ କରୁଥିଲି
ପୁଅ - ହଉ ମୁଁ ସେପଟୁ ଖାଇକରି ପଳେଇ ଆସେ ତୁମେ ବି ତୁମ
କାମ ସାରି ଦେଇଥାଅ । କଥାହେବା ମୋର ଅନେକ କଥା ତୁମ ସହ ଅଛି ।
ଝିଅ - କଣ କଥା ମୋତେ ରିଜେକ୍ଟ କରିବ କି ?
ସାମ୍ନାରେ କହି ପାରିଲନି କି ?
ଏବେ କହିବ ।
ପୁଅ - ଆଉ ତ ତମର କିଚି କଥା ନାହିଁ
ମନେ ମନେ କଣ ବେକାର କଥା ଭାବୁଛ , ରିଜେକ୍ଟ ଫିଜେକ୍ଟ କିଛି ନାହିଁ
ଅଲଗା କଥା ।
ଝିଅ - ହଉ ... ଖାଇକି ଆସ
ପୁଅ - କେତେ କଲ୍ କଲିଣି ଉଠଉ ନଥିଲ କଣ ପାଇଁ
ଫୋନ ଫୋଫାଡି ଦେବାକୁ ଇଚ୍ଛା ହେଉଥିଲା ।
ମୁଁ ଖାଇକି କେତେବେଳୁ ଆସିଲିଣି ।
ଝିଅ - ରାଗନି , ମୋର ଟିକେ କାମ ଥିଲା
କାମ ସରିଲା ରୁମକୁ ଆସିଲି ପୋନ ଧରିଲି ।
ଏବେ କୁହ କଣ କହିବ
ପୁଅ - କାହିଁ ତୁମର କଣ ମୋତେ କିଛି କହିବାର ନାହିଁ କି ?
ମୋତେ ପାଖରୁ ଦେଖିଲ , ତୁମକୁ କଳା ରଙ୍ଗ ପସନ୍ଦ କି ?
ଝିଅ - ହଁ ମୋତେ ପିଲା ବେଳରୁ ହିଁ ପସନ୍ଦ
ମୁଁ ସବୁ ଡ୍ରେସ୍ କଳା ଦେଖି ଆଣେ ବୋଲି ଗାଳିଖାଏ ।
ପୁଅ - ଓହୋ ତାହେଲେ
ସେଇଥିପାଇଁ ସେ କଳା ରଙ୍ଗ ଡ୍ରେସରେ ତୁମେ ପୁରା ଚକ୍ ଚକ୍ ଦେଖାଯାଉଥିଲ
ତୁମେ ବହୁତ ସୁନ୍ଦର , ମୋ ଆଖିରେ ଏବେ ବି ତୁମ ଚେହେରା ନାଚି ଯାଉଛି
ଝିଅ - ଏମିତି ଆଜି ଦେଖା ଗଲି ନା ଜୀବନ ସାରା ଦେଖାଯିବି
ସମୟ ଅନୁସାରେ ଲୋକମାନେ ବଦଳି ଯାଆନ୍ତି , ତୁମେ ବଦଳିଯିବନି
ପୁଅ - କିଏ କଣ ତା ଜୀବନର ସବୁଠାରୁ ମୂଲ୍ୟବାନ ସମ୍ପର୍କକୁ ହଜାଇବାକୁ ଚାହିଁବ ।
ମୁଁ ଏତେ ମୂର୍ଖ ନୁହେଁ ।
ଝିଅ - ମୋତେ ଡର ମୋର ଅନେକ ସାଙ୍ଗ ମାନଙ୍କର ଲଭ୍ ଲାଇଫ୍ ଖୁବ୍ କମ୍
ସମୟରେ ବ୍ରେକ ଅଫ୍ ହୋଇଯାଇଛି ।
ପୁଅ - ବ୍ରେକ୍ ଅଫ୍ ... ହା, ହା , ହା
ମୁଁ ଏମିତି ଚିପ୍କି କି ଥିବି ତୁମ ସହ କି ତୁମେ କହିବ , ଟିକେ ତ
ଏକା ଛାଡ ମୋର କାମ ଅଛି ।
ଝିଅ - ରାତି ଅନେକ ହେଲାଣି ଶୋଇବ ନାହିଁ ..
ପୁଅ - ଏଇତ ଏବେ ଅନିଦ୍ରା ହେବା ଆରମ୍ଭ ହେଲା , ବୁଢା ହେବାଯାଏ
ନା ଶୋଇବି ନା ତୁମକୁ ଶୁଆଇଦେବି ।
By Dudnu TVଝିଅ - ଆସୁଛି , ସନ୍ଧ୍ୟା ହେଲାଣି