Sign up to save your podcasts
Or

ଝିଅ - ମାନେ କଣ ? କଣ ସବୁ ରାତିରେ କଣ ଏତେ ଗପିବ ଯେ ମୋତେ ରାତିରେ ଅନିଦ୍ରା ରଖି ନିଜେ ଅନିଦ୍ରା ରହିବ ।
ପୁଅ - ଆରେ ଆଜି କେମିତି ଭୋର ହେଲାଣି , ଜାଣିପାରୁଛ କି କେତେ କଣ କଥା ହେଲେ ।
ମୋ ତୁମ ସହ ଗପିବା ସହ ଆହୁରି ଅନେକ କିଛି ଦରକାର ।
ଝିଅ - ହଉ ଏବେ ନା ତୁମେ ଶୋଇଯାଅ , ସକାଳେ ଉଛିଲେ କଲ କରିବ ।
ପୁଅ - ରିଙ୍ଗ୍ ... ରିଙ୍ଗ୍
ଝିଅ - ହାଲୋ ଗୁଡ୍ ମର୍ଣ୍ଣିଙ୍ଗ ୍
ପୁଅ - ଭେରି ଗୁଡ୍ ମର୍ଣ୍ଣିଙ୍ଗ ଧନ , ଆଇ ଲଭ୍ ୟୁ (ଉମା)
ନିଦ ଭାଙ୍ଗୁନି କି ଧନ , ଉଠିଯାଅ
ଝିଅ - ହଁ ଉଠିଲିଣି , କୁହ
କଣ କହୁଛ
ପୁଅ - ବହୁତ ମନେ ପଡୁଛ , ଆଜି ଆସିବ କି ?
ଝିଅ - ଆରେ ପାଗଳ ନା କଣ ରୋଡ ରାସ୍ତା ଯେମିତି ହେଲାଣି ୧୦୦ କିଲୋମିଟର
ବାଟ ସବୁବେଳେ ଆସିବା ଠିକ୍ ନୁହେଁ ।
ପୁଅ - ମୋତେ ଜଣା ପଡୁନି ଯେ ମୁଁ ତୁମ ପାଖକୁ ୧୦୦ କିଲୋମିଟର ଯାଇ ପୁଣି ୧୦୦ କିଲୋମିଟର ଫେରି ଆସୁଛି ।
ଲାଗୁଛି ମୁଁ ପାଖ ଗାଁ କୁ ଯାଉଛି ।
ଝିଅ - ନା ନା ତୁମେ ସେ ବେକାର କଥା କୁହନା , ସବୁଦିନ ଯେ ଦେଖା ଦେବା , ଏ କଣ ପ୍ରେମ ?
ବାସ୍ ଦୂରରେ ରହି ପାଖରେ୍ ଥିବାର ଅନୁଭବରେ ହିଁ ପ୍ରେମ ...
ପୁଅ - ମୋତେ ତ ସେମିତି ଲାଗୁଛି । ତୁମର ବାସ୍ନା ମୁଁ ଅନୁଭବ କରୁଛି
ତୁମ ସହ ଦେଖା ହେବାଠାରୁ
ଝିଅ - ହଉ ସେମିତି କାନ ପାଖରେ ପୁଟ୍ ପୁଟ୍, ଗୁଣ୍ ଗୁଣ୍ ହେଉଥାଅ
ପୁଅ - ହଁ ସମୟ ଜଣାପଡିଲାନି
ଝିଅ - ଏମିତି ଯଦି ଜୀବନ ଯାକ ତୁମ ସହ କଟି ଯିବ ଜଣା ବି ପଡିବନି
ଏବେ କିଛି ସମୟ ପାଇଁ କାଟିଦିଅ , ରାତିରେ କଥା ହେବା ।
ପୁଅ - ହଁ ଠିକ୍ ଅଛି ଯେ କିନ୍ତୁ ମୁଁ କଲ କଲେ ରିସିଭ୍ କରିବ ।
ତୁମର କିଛି ବି କାମ ଥାଉ , ମୋ ଫୋନ୍ ଉଠେଇବ ।
ଝିଅ - ଉଁ... ଏମିତି କେମିତି ?
ପୁଅ - କାହିଁ ଉଠେଇ ପାରିବନି କି ... ଧନ ଆଇ ଲଭ୍ ୟୁ
ଝିଅ - ଗୁଡ୍ ଇଭ୍ନିଙ୍ଗ୍ ଧନ , ପ୍ରଣାମ କରୁଛି ... ଆଇ ଲଭ୍ ୟୁ
ରଖୁଛି ।
ପୁଅ - ରିଙ୍ଗ୍... ରିଙ୍ଗ୍ ...ରିଙ୍ଗ୍
ଝିଅ - ହାଲୋ ଧନ ଯହାକୁ ମୁଁ ଦେଖିଥିଲି ଅବିଶାନ୍ତ ଦିନ ଆଲୁଅରେ
ପାଇଛି ବୋଲି ମୋତେ ଅନୁଭବ ହେଉଛି ସେଥିପାଇଁ
ମୁଁ ଆରମ୍ଭ କଲି ଏ ରାତିର ଯାତ୍ରା ତୁମ ସଙ୍ଗେ
କୁହ କଣ କହୁଛ
ପୁଅ - କଣ କହୁଛ ଯେ ମୋର ସବୁ ଉପରେ ଉପରେ ଯାଉଛି
ତୁମ ଶବ୍ଦ ସବୁ କଥା ଗୁଡାକ ମୋ ପାଇଁ କହୁଥିଲ ତ
ଝିଅ - ହଁ ତୁମେ ମୋତେ ପ୍ରେମିକ ପ୍ରେମିକ ଅନୁଭବ ହେଲଣି
ପୁଅ - ହଉ ତୁମେ ମୋ ପ୍ରେମିକାରୁ ବହୁତ ଜଲଦି ମୋ ସ୍ତ୍ରୀ ହେବ
ମୁଁ ଏଥର ଯାଏ ... ତୁମ ମଥାରେ ମୋ ନାରେ ସିନ୍ଦୂର ଦେଇ ଆସିବି
ଝିଅ - ଏତେ ବଡ ନିଷ୍ପତି ଏତେ ସହଜରେ ନେଇଗଲ କେମିତି ?
ପୁଅ - ହଁ ମୁଁ ତ କହିଛି , ତୁମ ଭଳି ଫିଲିଙ୍ଗର ଝିଅକୁ ମୁଁ ବାହାହେବାକୁ ଚାହେଁ ।
ପ୍ରେମିକା କରି ବ୍ରେକ୍ଅପ୍ କରିବାକୁ ନୁହେଁ
ଏଇ...
ଝିଅ - ଉ... ତୁମ ଘରେ ଯଦି ମନା କରନ୍ତି । ମୋତେ ଅସ୍ୱିକାର କରନ୍ତି ।
ମୋତେ ପସନ୍ଦ ନ କରନ୍ତି ତେବେ ?
ପୁଅ - ମୁଁ ବାହାହେବି ନା ସେମାନେ ? ମୁଁ ବହୁତ ଜଲଦି ସେମାନଙ୍କୁ କହିବି ପ୍ରାୟତ ସେମାନେ ଜାଣି ସାରିଲେଣି
୧୫ ରୁ ୧୮ ଘଣ୍ଟା ଫୋନରେ ଲାଗି ରହୁଛି । ଗପୁଛି , ଖୁସି ରହୁଛି ସେମାନେ ମୋ ଖୁସିରେ ଖୁସି ।
ଝିଅ - ମୋତେ ଡର ଲାଗୁଛି ଧନ
ପୁଅ - ତୁମେ ବ୍ୟସ୍ତ ହୁଅନା ମୁଁ ଅଛି ତୁମ ସହ , ଆଜିଠୁ ଜୀବନ ଥିବା ଯାଏ ...
By Dudnu TVଝିଅ - ମାନେ କଣ ? କଣ ସବୁ ରାତିରେ କଣ ଏତେ ଗପିବ ଯେ ମୋତେ ରାତିରେ ଅନିଦ୍ରା ରଖି ନିଜେ ଅନିଦ୍ରା ରହିବ ।