Sign up to save your podcasts
Or

ଝିଅ - ହଁ ଯେ , ସେମାନେ ତୁମ ଖୁସିରେ ଖୁସି , ତୁମେ ଖୁସି ବୋଲି
ତୁମେ କିପରି ଜାଣିଲ
ପୁଅ - ତୁମେ ଏତେ କନ୍ଫିଉଜ୍ କଣ ପାଇଁ ମୁଁ ପା ପ୍ରତିଶୃତି ଦେଉଛି
ମୁଁ ସେ କଥା ରଖି ପାରିବି ବୋଲି ମୁଁ ତୁମକୁ କହିଲି ।
ଝିଅ - ହଉ ରାଗନି .. ଏତେ ରାଗିଯିବା କଣ ଦରକାର ?
ପୁଅ - ଆରେ ବାବା ତୁମକୁ ନେଇ ମୁଁ ବହୁତ ସିରିଏସ୍ , ତମ ଟାଉନରେ
ଲାଇଫ୍ ଅଲଗା ଆମ ଗାଁ ମାନଙ୍କରେ ଆମେ ମାନେ ବହୁତ ସରଳ । ଆମକୁ ଆମ ଇଜ୍ଜତ
ବହୁତ ପ୍ୟାର୍ , ପାଖାପାଖି ସମସ୍ତେ ମୋତେ ଦେଖୁଛନ୍ତି । ମୁଁ ଫୋନରେ ବ୍ୟସ୍ତ ରହୁଛି
ତ ନିଶ୍ଚୟ କୋଉ ଝିଅ ସାଙ୍ଗେ ହିଁ ଗପୁଛି । ମୋର ଆଗରୁ ଏ ଲକ୍ଷଣ ନଥିଲା କି ମୁଁ ମୋ ଫୋନରେ ଏତେ
ସମୟ ଦେଉନଥିଲି ।
ଝିଅ - ମୁଁ ବି ତୁମ ସହ ଫୋନରେ ରହୁଛି କିନ୍ତୁ ମୋ ଲାଇଫରେ କୋଉ ପୁଅ ଅଛି ଆଉ ମୁଁ କାହାକୁ ଭଲ ପାଉଛି କେହିବି କହିବେ ନାହିଁ ।
କାରଣ... ମୁଁ ତ ସମସ୍ତଙ୍କ ସହ କଥା ହୁଏ ।
ପୁଅ - ସମସ୍ତଙ୍କ ସହିତ ମାନେ , ବୟଫ୍ରେଣ୍ଡ ଥିଲେ ତୁମର
ଝିଅ - ଆରେ ନା ନା ମୋର ବହୁତ ସାଙ୍ଗ କଥା ହେବାକୁ କେବଳ
ବୟଫ୍ରେଣ୍ଡ୍ ଦରକାର ନା କଣ ?
ପୁଅ - ସକାଳ ହେଲାଣି ତୁମେ ଶୋଇପଡ , ଉଠିଲେ କଥା ହେବା ଧନ ...
ଆଇ ଲଭ୍ ୟୁ ... ଗୁଡ୍ ମର୍ଣ୍ଣିଙ୍ଗ୍ ଧନ
ଝିଅ - ରିଙ୍ଗ୍ .. ରିଙ୍ଗ.. ରିଙ୍ଗ୍
ପୁଅ - ହାଲୋ କଣ ହେଲା ଶୋଇପଡ
ଝିଅ - ହଠାତ୍ ଧନ କାଟିଦେଲ ତ ବୁଝିପାରିଲିନି
ସେଥିପାଇଁ କଲ କରିଲି ଆଉଥରେ । କଣ ହେଲା
ପୁଅ - ଜାଣିନି କଣ ଭଲ ଲାଗିଲାନି , ଏବେ ରଖି ଶୋଇଯାଅ
କଥା ହେବା , ତୁମକୁ କଣ ପାଇଁ ବହୁତ୍ ମିସ୍ କରୁଛି
ଲାଗୁଛି ଯେମିତି ବହୁତ ଦୂରରେ ଅଛ ଟ୍ଟ
ଝିଅ - ଏ ଧନ ଆମେ ପୁଣି ଦେଖା ହେବା , କଥା ତ ହେଉଛେ
ପୁଅ - ତୁମେ କେବେ ମୋତେ ଧୋକା ଦେବନି ତ , ମୁଁ ଦୂରରେ ରୁହେ ଗାଁ ପୁଅଟେ..
ମୋ ପାଖରେ ସେମିତି କିଛି ନାହିଁ କିନ୍ତୁ ମୁଁ ତୁମକୁ ବହୁତ ଭଲପାଏ । ମୋ ଜୀବନଠାରୁ ଅଧିକ...
ଖୁବ୍ କମ୍ ଦିନରେ ମୋ ପରିବାର ଠାରୁ ଅଧିକ ଆପଣାର ତୁମେ ଲାଗୁଛ ।
ଝିଅ - ଆଇ ଲଭ୍ ୟୁ ଧନ .. ଆଇ ମିସ୍ ୟୁ .. ଆଉ ଶୋଇ ହେବନି । ତୁମେ ଯାଅ ଫ୍ରେସ୍ ହୁଅ ମୁଁ
ମଧ୍ୟ ଫ୍ରେସ୍ ହୋଇ ଯାଏ ।
ପୁଅ - ଏଇତ ଆରମ୍ଭ , ସବୁ ରାତି ଏମିତି ହିଁ ଯିବ ।
ଝିଅ - ରିଙ୍ଗ୍ ...ରିଙ୍ଗ୍..ରିଙ୍ଗ..
ପୁଅ - ଏତେ ବେଳ ଯାଏ କଣ କରୁଥିଲ , କଲ କରି ନଥିଲ
ଝିଅ - ଶୋଇ ପଡିଥିଲି , ତୁମେ ବି କଲ କରିନ ଯେ
ପୁଅ - ମୋର ବହୁତ କାମଥିଲା , ସବୁ ଜଲଦି ସାରିଦେଲି ତୁମ ସହ
କଥା ହେବି ବୋଲି । ଖାଇକି ଶୋଇଥିଲି ଟି
ଝିଅ - ହଁ ହଉ ରାତିରେ କଥା ହେବା ଏବେ ସନ୍ଧ୍ୟା ହେଲାଣି ମୋର କାମ ଅଛି ।
ଟିକେ ଲେଖା ଲେଖି ଅଛି
ପୁଅ - ହଉ ସେଇତ ଆଉ କିଛି ନୁହେଁ ତ । ଆଇ ଲଭ୍ ୟୁ ଧନ ... ଉମା
ଝିଅ - ଗୁଡ୍ ଇଭନିଙ୍ଗ୍ ଧନ, ପ୍ରଣାମ କରୁଛି ..ଆଇ ଲଭ୍ ୟୁ ରହୁଛି
ପୁଅ - ରାତିରେ ଜଲଦି କରିବ କଲ୍ ଧନ ...
By Dudnu TVଝିଅ - ହଁ ଯେ , ସେମାନେ ତୁମ ଖୁସିରେ ଖୁସି , ତୁମେ ଖୁସି ବୋଲି