Sign up to save your podcasts
Or

ପୁଅ - ଟିକେ ରୁହ ବସିଥାଅ .. ମୁଁ ସେ ମଙ୍ଗଳା ମନ୍ଦିର ଆଉ ତ୍ରିନାଥ ମନ୍ଦିର ଯୋଉ ଅଛି ଟିକେ ମୁଣ୍ଡିଆ ମାରି ଆସେ । ଆଜି କିଛି ଖାଇନି ସକାଳୁ ଆସିଲିଣି ଏଠି ବସିଛି । ତୁମେ ଆସ ସାଙ୍ଗ ହୋଇ ଯିବା
ଝିଅ - ବ୍ରାହ୍ମଣ ଚିହ୍ନି ଥିବେ ତୁମେ ଯାଅ, ମୁଁ ବସିଛି . ଆସିଲେ ଯିବ , ତୁମେ ଏତେ ବାଟ ଯବ ଯେ.. ଜଲଦି ଆସିବ ଧନ
ପୁଅ - ଏଇ ମୁଁ ଭଗବାନଙ୍କ ପାଖରେ ପୂଜା କରି ସାକ୍ଷୀ ରଖି ତୁମ ପାଇଁ ଶଙ୍ଖା , ସିନ୍ଦୁର ଆଣିଛି ।, ତୁମେ ହଁ କହିଲେ ମୁଁ ତୁମ ମୁଣ୍ଡରେ ସିନ୍ଦୂର ଦେବି । କଣ କହୁଛ ଯେ ?
ଝିଅ - ମୋର ହଁ ମାନେ ମୁଁ ତୁମକୁ ଯେବେଠାରୁ ହଁ କହିଛି ସେବେ ଠାରୁ ସ୍ୱୀକାର କରିସାରିଛି । ତୁମେ ଯଦି ଏଥିରେ ଖୁସି ମୁଁ ବି କିନ୍ତୁ ପ୍ରତିଶୃତି ଦେବା ବହୁତ ସହଜ ତାକୁ ମନେଇବା ବହୁତ କଷ୍ଟ , ଜୀବନରେ
ସଂସାର କଲେ ବହୁତ ମାନ ପତନ ଆସିବ । ଭଲ ମନ୍ଦର ପରିସ୍ଥିତି ଆସିବ । ତେବେ ହାତ ଛାଡି ଦେବନି ତ ?
ପୁଅ - ତୁମେ ଖାଲି ଛାଡି ଦେବନି , ଭୁଲିଯିବନି ଏ ସବୁ ନକହି ଅନ୍ୟ କିଛି ଆମ ବିଷୟରେ ଭାବୁନ । ଜଲଦି କେମିତି ପାଖକୁ ଆସିବା ବାହାହେବା ।
ଝିଅ - ମୁଁ ଭାବିଲେ କଣ ହେବ ସବୁକିଛି ଏତେ ଜଲଦି ହେଉଛି , ମୁଁ କିଛି ଜାଣିପାରୁନି । ସବୁ ଯେମିତି ସ୍ୱପ୍ନ ।
ପୁଅ - ମୋତେ ଡର କି ତୁମେ ଯଦି ମୋ ଠାରୁ ଦୂରେଇବ ମୁଁ ମରିଯିବି । ତୁମ କୁ ନେଇ ମୁଁ ବହୁତ ସିରିୟସ୍ ବୁଝିଲ ଧନ । ଏଇ କଥାଦେଲି ଜୀବନ ଯାକ ତୁମକୁ ବହୁତ ଖୁସିରେ ରଖିବି । ସିନ୍ଦୂର ଦେଲି କଥା ବି ଦେଲି । ବହୁତ ଜଲଦି ତୁମକୁ ପାଖକୁ ନେଇଯିବି । ଆଇ ଲଭ୍ ୟୁ ଧନ ।
ଝିଅ - ଗୁଡ୍ ଇଭନିଙ୍ଗ୍ ଧନ , ପ୍ରଣାମ କରୁଛି ଧନ ,ଗେହ୍ଲା ଏବେ ଯିବା ରାତି ହେଲାଣି , ତୁମେ ଏତେ ରାସ୍ତା ଯିବ ଯେ ଧନ ।
ପୁଅ - ହଁ ଇଚ୍ଛା ନାହିଁ । ପୁଣି ବି ଯାଉଛି ତୁମକୁ ଛାଡି ତୁମେ କିନ୍ତୁ ମୋତେ କେବେ ଭୁଲିବ ନାହିଁ ଏଇ
ଝିଅ - ହଉ ପହଞ୍ଚିଗଲେ ଫୋନ କରିବ ।
ପୁଅ - ରିଙ୍ଗ୍
ଝିଅ - ହାଲୋ ଧନ ପହଞ୍ଚିଗଲକି ।
ପୁଅ - ହଁ ତୁମେ କାମ ସାର କଥା ହେବା , ମୁଁ ସକାଳୁ ଖାଇନି ଖାଇଦେଇ ଆସେ .. ଉମା ..
ଝିଅ - ରିଙ୍ଗ୍
ପୁଅ - ହାଲୋ ଧନ ବହୁତ ମନେ ପଡୁଛ , ଆଜି ଆମେ ପାଖରେ ରହିବା କଥା , ଆମେ ଆଜି ବାହା ହୋଇଛେ । କିନ୍ତୁ ତୁମେ ସେଠି ମୁଁ ଏଠି । ତୁମେ ଜାଣିଛ ତୁମକୁ କଣ ଲାଗୁଛି ମୁଁ ଜାଣିନି କିନ୍ତୁ ତୁମକୁ କୋଳେଇ ନେବା ବେଳରୁ ହିଁ ମୁଁ ତୁମ ପାଖେ ନିଜକୁ ସମର୍ପଣ କରିଦେଇଥିଲି । ସେଇ ସମୟରେ ବହୁତ କିଛି ଘଟିଯାଇଥିଲା ।ସେଥିପାଇଁ ମୁଁ ତୁମକୁ ଜୋରରେ ଜାବୁଡି ଧରିଲି ଯେ.. ଏଇ ..ଉମା
ଝିଅ -ତୁମେ ଏମିତି ସବୁ ପାଟିରେ କହି ପାରୁଛ , କିନ୍ତୁ ମୁଁ କିଛି କହିପାରିବିନି ଧନ ଲଭ୍ ୟୁ..ଲଭ ୟୁ .. ଲଭ ୟୁ .. ତୁମେ ଖାଲି ମୋର । ତୁମେ ଆସି ଏମିତି ଆସିଯିବ । ମୁଁ ଭାବିନଥିଲି । ଏମିତି ଆସିବନି ମୁଁ ଯାଇପାରିବିନି । ଆଗରୁ କହିବ ପ୍ଲାନିଙ୍ଗ୍ କରି ଆସିବ ।
ପୁଅ - ତୁମକୁ ମୋ ପାଖରେ ଅନୁଭବ କରିପାରିଲିନି । ଫୋନ୍ କଣ ପାଇଁ ବନ୍ଦ ହେଲା ମୁଁ ପଳେଇଲି । ଏବେ ତୁମେ ମୋ ସ୍ତ୍ରୀ ମୋର ଅଧିକାର ଅଛି ତୁମ ଉପରେ । ତୁମର ମୋ ଉପରେ ଅଧିକାର ଅଛି । ମୁଁ ଏବେ ଖୁସି ଆଉ ଡର ଲାଗୁନି । କେବଳ ଅପେକ୍ଷା ତୁମକୁ ପାଖକୁ କେମିତି ଆଣିବି । ରାଜନୀତିର ନିଶା ସହ ଚାକିରି ଖୋଜିବାକୁ ପଡିବ ।
ଝିଅ - ଆଉ ତୁମ ରାଜନିତୀର ସ୍ୱପ୍ନ
ପୁଅ - ତୁମେ ମୋ ପାଖକୁ ପଳେଇ ଆସିଲେ ସବୁ ଠିକ୍ ହୋଇଯିବ ।
ଝିଅ - ହଁ କି ସକାଳ ହେଲାଣି ଟିକେ ଶୋଇଯାଅ ନହେଲେ ସ୍ୱପ୍ନ ଦେଖି ପାରିବନି । ମୁଁ ସ୍ୱପ୍ନରେ ପାଖରେ ପହଞ୍ଚିପାରିବିନି ।
ପୁଅ - ଉମା , ଗୁଡ୍ ମର୍ଣ୍ଣିଙ୍ଗ୍ ଧନ .. ଆଇ ଲଭ୍ ଯୁ ..
By Dudnu TVପୁଅ - ଟିକେ ରୁହ ବସିଥାଅ .. ମୁଁ ସେ ମଙ୍ଗଳା ମନ୍ଦିର ଆଉ ତ୍ରିନାଥ ମନ୍ଦିର ଯୋଉ ଅଛି ଟିକେ ମୁଣ୍ଡିଆ ମାରି ଆସେ । ଆଜି କିଛି ଖାଇନି ସକାଳୁ ଆସିଲିଣି ଏଠି ବସିଛି । ତୁମେ ଆସ ସାଙ୍ଗ ହୋଇ ଯିବା