କିଛି କଥା, କିଛି ବ୍ୟଥା ଓ କବିତା |

ଆଜିର କାହାଣୀ ..... ଭାରି ଅମାନିଆ ଏ ପ୍ରେମ Part 8


Listen Later

ପୁଅ - ହାଲୋ .. ଦିନ ଗୋଟାଏ ହେଲାଣି କଣ ପୋନ କରିନ ଧନ, ମୁଁ ଏବେ ଉଠିଲି 


ଝିଅ - ମୁଁ ଜାଣିଥିଲି ତୁମେ ଶୋଇଥିବ ଡିଷ୍ଟର୍ବ କରିଲିନି , ଉଠିଲେ କଥା ହେବାକୁ ଅପେକ୍ଷା କରିଥିଲି ।

ତୁମେ ପୁରା ରାତି ଶୋଇନ 


ପୁଅ - ହଁ ବାହାନା ମାରନି , ତୁମେ କଣ କରୁଥିଲ , ସତ କୁହ ବାହାରକୁ ଯାଇଥିଲ କି ?


ଝିଅ - ନା ଲକଡାଉନ କୁଆଡେ ଯିବି ?  ତୁମେ ଆସିଥିଲ ଯେ କାଲି ଯାଇଥିଲି । ମୋର ଏଠି କେହି ସାଙ୍ଗ ସାଥି ବି ନାହାନ୍ତି । ମୁଁ ତ ବାହାରେ ରହୁଥିଲି । ଏବେ ଭୂବନେଶ୍ୱର ଆସିଛି ।


ପୁଅ - ସମସ୍ତେ ଜାଣନ୍ତି କହୁଛ ପୁଣି ସାଙ୍ଗ ନାହାନ୍ତି କହୁଛ , ତୁମେ ବୁଝିପାରୁନ କଣ ଯେ ତୁମେ କହୁଛ ।


ଝିଅ - ମୋତେ ଜାଣନ୍ତି କିନ୍ତୁ ମୁଁ ସମସ୍ତଙ୍କୁ ଜାଣେନା କି ମୋର ଅତି ନିଜର ବନ୍ଧୁ କି ସାଙ୍ଗ କେହି ନାହାନ୍ତି ।


ପୁଅ - ଓହୋ ଘର ଲୋକଙ୍କ ପାଇଁ ସମସ୍ତେ ଜେନା ବାବୁଙ୍କ ଝିଅ ହିସାବରେ ଜାଣନ୍ତି ।


ଝିଅ - ହଁ ଏବେ ଠିକ୍ କହିଲ । ତୁମର କିନ୍ତୁ ବହୁତ ସାଙ୍ଗସାଥି, ବନ୍ଧୁ ବାନ୍ଧବ । ସମସ୍ତେ ତୁମକୁ ଖୋଜନ୍ତି । ରାଜନିତୀ ଯୋଉ କରୁଛ ଖୁବ୍ ଜଲଦି ଲୋକଙ୍କ ସହ ମିଶିଯାଇଛ ।


ପୁଅ - ହଁ ଯେ ତୁମେ ବେଶି ଜାଣିଗଲଣି , ତୁମେ ବି ମିଶିଯିବ ସମସ୍ତଙ୍କ ସାଙ୍ଗରେ କାରମ ଯେୁଁମାନେ ମୋତେ ଭଲ ପାଉଛନ୍ତି ସେମାନେ ତୁମକୁ ବି ଭଲ ପାଇବାକୁ ବାଧ୍ୟ, ମୁଁ ତୁମକୁ ଭଲ ପାଉଛି ନା ..

ଝିଅ - ସେମିତି କଣ ହୁଏ କି ତୁମକୁ ଯେଉଁମାନେ ଭଲ ପାଉଛନ୍ତି ସେମାନେ ମୋତେ ଭଲପାଇବେ ।


ପୁଅ - ହଁ ସେମିତି । ଯିଏ ମୋତେ ଭଲପାଆନ୍ତି ମୋ ଖୁସି ତୁମ ସହ ତୁମକୁ ବି ଭଲପାଇବେ ମୋ ପାଇଁ । ତୁମେ ଏବେ ସେ ସବୁ ବୁଝିପାରିବନି ଧନ . ଆଇ ଲଭ୍ ୟୁ .. ଉମା ।ମିସ୍ ୟୁ ଲଟ୍ ଧନ ..

ମୁଁ ଟିକେ କ୍ସବ୍ ଆଡୁ କ୍ରିକେଟ୍ ଖେଳି ଆସେ ଆମେ ଇଭନିଙ୍ଗ୍ ରେ କଥା ହେବା , ଏଠି ଏକା ବସିଲେ ବହୁତ ବ୍ୟସ୍ତ ଲାଗୁଛି , ତୁମ କଥା ମନେ ପଡୁଛି ବାରି ଯୋରରେ ।


ଝିଅ - ହଉ ଯାଅ ଆସିଲେ କଲ କରିବ , ଧନ

I’m waiting for u r call ଧନ

ପୁଅ - 📞📞📞📞📞📞


ଝିଅ - ହାଲୋ କୁହ ଏତେ କଲ୍ କରିଛ ଯେ ମୁଁ ଫୋନ ଚାର୍ଜରେ ବସେଇ ଛାତକୁ ଯାଇଥିଲି ।


ପୁଅ - ତୁମେ ପୋନ ନ ଉଠେଇଲେ ମୋତେ ବ୍ୟସ୍ତ ଲାଗେ ତୁମେ ପୁଅ ବି ଏମିତି । ହଉ ରଖୁଛି ।


ଝିଅ - କାହିଁକି ରାଗୁଛ , ହଉ sorry 

ପୁଅ - ସବୁକଥା ସରିରେ ଅଟକେ ନାହିଁ । ତୁମେ ବୁଝନି କଣ ପାଇଁ ଯେ..

ଝିଅ -ଏଇ ହଉ ଆଉ ସେମିତି ହେବନି ମୋର ଫୋନ ସାଙ୍ଗରେ ଧରି ଧରି ବୁଲିବା ଯେ ଅଭ୍ୟାସ ନାହିଁ । ଏବେ ଧିରେ ଧିରେ ହୋଇଯିବ । ତୁମେ ଯେ ମୋତେ ଫୋନରେ କୋଜୁଛ ।

ପୁଅ - ମୁଁ ମରୁଛି ତୁମ ପାଇଁ କେମିତି ତୁମକୁ ପାଖକୁ ଆଣିବି , ତୁମେ ଯେତେବେଳେ ଫୋନ ନ ଉଠାଅ , ମୋ ମନରେ ଅନେକ ପ୍ରଶ୍ନ ?

ପ୍ରାୟ ସମସ୍ତେ ଜାଣିଗଲେଣି କି ମୁଁ କାହାକୁ ଭଲ ପାଉଛି

ଝିଅ - ହଁ , ସମସ୍ତେ 

ପୁଅ - ବୋଉ ସହିତ ଖୁବ୍ ଶୀଘ୍ର କଥା କରେଇବି ।


...more
View all episodesView all episodes
Download on the App Store

କିଛି କଥା, କିଛି ବ୍ୟଥା ଓ କବିତା |By Dudnu TV