କିଛି କଥା, କିଛି ବ୍ୟଥା ଓ କବିତା |

ଆଜିର କାହାଣୀ ..... ଭାରି ଅମାନିଆ ଏ ପ୍ରେମ Part 9


Listen Later

ଝିଅ - ଏଇ ମୋତେ ବୋଉ ଦେଖି ଯଦି ନା ପସନ୍ଦ କରନ୍ତି । ତେବେ କଣ କରିବ । ବୋଉଙ୍କ ପାଟି ମୁଁ ଶୁଣିଛି ସେ ବହୁତ ଷ୍ଟ୍ରିଟ୍ ।

ପୁଅ - ଆରେ ନା ସେ ମୋତେ ବହୁତ ଭଲପାଏ । ତା କଷ୍ଟ ଫଳ ଆମେ ସବୁ । ସେ ବହୁତ କଷ୍ଟ କରି ଆମକୁ ପାଳିଛି । ମୁଁ ଆଜି ଯାଏ ଯାହା ମାଗେ ସେ ପୂରଣ କରିବାକୁ ଚେଷ୍ଟା କରେ ।

ଝିଅ - ସେଥିପାଇଁ ତ ଡର ଲାଗୁଛି ଧନ । ତୁମ ସହ ବହୁତ ଆଗକୁ ବଢି ଗଲେଣି ଆଉ ପଛ ଘୁଞ୍ଚା

ଦେଇ ପାରିବନି । ତୁମ ବିନା ରହି ପାରିବିନି...

ପୁଅ - କିଏ କହିଲା ତୁମେ ମୋତେ ଛାଡି ରହିବ ବୋଲି । ତୁମେ ଖାଲି ମୋର , ମୁଁ ଯେଉଁ ସବୁ ଫିଲିଙ୍ଗସ୍ ଥିଲେ ଝିଅଟିଏ ବାହା ହେବି ଭାବିଥିଲି । ସେ ସବୁ ମୁଁ ତୁମ ପାଖରୁ ପାଇଛି । ତୁମେ ବହୁତ  ନମ୍ର , ସଂସ୍କାରୀ ସମ୍ମାନ ଦେଇ ଜାଣିଛ । ଘମଣ୍ଡୀ ନୁହେଁ ତୁମ ଭଏସ ନ ଶୁଣିଲେ ମୁଁ ପାଗଳ । ଆମେ ପାଖାପାଖି ୧୮, ୧୯ ଘଣ୍ଟା କଥା ହେଉଛେ ।

ଝିଅ - ତୁମ ପାଖକୁ ଯିବା । ତୁମକୁ ଦେଖାହେବା । ତୁମ ସହ କଥା ହେବା ଜୀବନ ଗୋଟେ ଖୋଜ ଥିଲା ଯାହା ସବୁ ପୂରଣ ହୋଇସାରିଛି ।  ସେଦିନ ସେ ରୋଡ୍ ସାଇଟରେ ମୋତେ କେବଳ ଜାବୁଡି ଧରି ତୁମର କମ୍ପ୍ଲିଟ୍ ହୋଇଯିବ କି ମୋ ପାଇଁ ଆଶ୍ଚର୍ଯ୍ୟ ଥିଲା ତ ମୁଁ ମୋ ଜୀବନରେ ଆଉ କିଛି ବି ଖୋଜୁନି ।

ପୁଅ -କିନ୍ତୁ ମୁଁ ବହୁତ କିଛି କରିବାକୁ ଚାହୁଁଛି ତୁମକୁ ଭଲରେ ରଖିବାକୁ ଚାହୁଁଛି । ଗୋଟିଏ ଭଲ ଘର, ତୁମକୁ ସାଙ୍ଗରେ ନେବା ପାଇଁ ଗାଡି ଖଣ୍ଡେ । ତୁମେ ଯେଉଁ ସବୁ ସଅକରେ ଅଛ । ସେ ସବୁ ସୁଖ ସହ ତୁମକୁ ସବୁବେଳେ କୋଳରେ ପୁରେଇ ରଖିବି । କାମ ସରିଗଲେ କେବଳ ତୁମ କୋଳକୁ ପଳେଇ ଗେହ୍ଲା ହେବି , ବହୁତ କଥା ହେବା । ତୁମେ ଜାଣିଛ ତୁମେ ବହୁତ କଥା ହୋଇପାର ମୋତେ ଶୁଣିବି ପାର । ସେଥିପାଇଁ ମୁଁ ତୁମ ପାଖେ ନତମସ୍ତକ । ନହେଲେ ମୋ କଲେଜ ଟାଇମରେ ମୋତେ ଝିଅ ମାନେ ପ୍ରପୋଜ୍ କଲେ ମୁଁ ତାଙ୍କୁ ଏଆଡୁ ସେଆଡୁ ଗପେ ସେମାନେ ନଶୁଣିଲେ ନଦି ଘସି ହେବାକୁ ଚେଷ୍ଟା କରେ ଆଉ ସେମାନଙ୍କୁ ସୋଧେ ।

ଝିଅ - ହା , ହା , ହା କେତେ ଝିଅ ପ୍ରପୋଜ୍ କରିଛନ୍ତି , ସୋଧା ଖାଇଛନ୍ତି । କଣ ଖାଲି ଏଇ କଥା ଯୋଗୁ ରିଜେକ୍ଟ କରିଦିଅ ।

ପୁଅ - ହଁ ଆଜି ସେ ମୋ କଥା ଶୁଣି ପାରୁନାହାନ୍ତି । ସେ ମୋତେ କମ ବରଦାସ କରିବେ ମୋ ପାଖେ ତ ୧୦ ଲକ୍ଷ ସ୍ୱପ୍ନରେ ୧୦ ଲକ୍ଷ ଫିଲିଙ୍ଗସ୍ । ମୁଁ ବହୁତ ପାଗଳ ତୁମେ ମୋ ସ୍ତ୍ରୀ- ପ୍ରେମିକା ସବୁ କିଛି । ମୁଁ ସବୁ ତୁମକୁ କହି ପାରିବି ତୁମେ କିଛି ଖରାପ ଭାବିବ ନାହିଁ , ବୁଝିଲ ଧନ ।

ଝିଅ - ହଁ ଖରାପ କାହିଁ ଭାବନି , ତୁମେ କଣ କରିବ ମୁଁ ଜାଣିନି କିନ୍ତୁ ତୁମେ ବହୁତ ରୋମାଣ୍ଟିକ୍ ମୁଁ ତୁମ କଥାରୁ ଅନୁଭବ କରିପାରେ , ବୁଝିଲ । ସବୁ ଯୋଉ ପାଟିରେ କହୁଛି ଫି କ୍ୱାଣ୍ଟଲି ମୁଁ ବୁଝେ ମୋତେ ଲାଜ ମାଡେ , କିନ୍ତୁ ତୁମେ ତ ସେମିତି ମୋର ତୁମର ସେଇ କଥା ସବୁ ମୋତେ ମାରୁଛି ଧନ ।

ଆଇ ଲଭ୍ ୟୁ , କାଲି ରାତିରୁ ଆଜି ଦିନ ଗୋଟାଏ ହେଲାଣି ୧୨ ଘଣ୍ଟା ହେଲା , କେତେ କଣ ଯେ କଥା ହେଉଛେ । ଯାଅ ଗାଧେଇ ଖାଇବ, କବାଟ ବାଡେଇ ବାଡେଇ କିଏ କିଏ କେତେ ଥର ଗଲେଣି ।

ପୁଅ - ଏ ତ କିଛି ନୁହେଁ , ଆମ ଚତୁର୍ôଥରେ ଆମ କବାଟ ୮ ଦିନ ବନ୍ଦ ରହିବ । ଲୋକ କବାଟ ବାଡେଇ ବାଡେଇ ଥକି ଯିବେ ତୁମେ ବି ବଡ ହଇରାଣ ହେବ ।

ଝିଅ - ଚୁପ୍ , ଚୁପ୍ , ଚୁପ୍ , ଯାଅ...



...more
View all episodesView all episodes
Download on the App Store

କିଛି କଥା, କିଛି ବ୍ୟଥା ଓ କବିତା |By Dudnu TV