
Sign up to save your podcasts
Or


କେବଳ ଗୋଟିଏ ସ୍ଥାନରେ ରଜ ଏବେ ବି ବଞ୍ଚିଛି... ଆଉ ବହୁତ ଆଡ଼ମ୍ବରରେ ପାଳନ ବି ହେଉଛି...
ଆମ ଫେସବୁକର ପୋଷ୍ଟ୍ରେ...
ସତରେ କେହି ପାଳୁଛନ୍ତି କି ନା ଜାଣେନି, ହେଲେ ଏତେ ପୋଡ଼ପିଠାର ଛବି ଫେସବୁକରେ ଦିଶୁଛି ଯେ ମନେ ହେଉଛି, ଯା ବି ହେଉ ଆମ ପରମ୍ପରା ହଜି ଯାଇନି କର୍ପୁର ଉଡ଼ି ଯାଇଛି ହେଲେ କନା ସେମିତି ପଡ଼ିଛି ସେଇ କନାକୁ ଚାହିଁ ଚାହିଁ କର୍ପୁରର ବାସ୍ନା ମିଳିଯାଉଛି
ସମସ୍ତଙ୍କୁ ରଜ ପର୍ବର ହାର୍ଦ୍ଦିକ ଅଭିନନ୍ଦନ
Two Reporters on a mission faced with war like situation and fled the spot but later learnt that nothing like that has happened. But 11 years later the war happened as they had experienced.
Air chief Marshal Victor Godard witnessed some strange things while on a mission. Did he accidentally see future?
Small Story with tinge of Horror depicted in my own native style and words. Hope you like this.
From the publisher's feed