Sign up to save your podcastsEmail addressPasswordRegisterOrContinue with GoogleAlready have an account? Log in here.
Odia Podcast Original: The ultimate collection of original Odia content! Explore everything from folklore and current affairs to interviews with local legends and engaging storytelling. Celebrating th... more
FAQs about Odia Podcast Original:How many episodes does Odia Podcast Original have?The podcast currently has 244 episodes available.
August 30, 2020ଦାସ ବାବୁ : ଏକ କ୍ଷୁଦ୍ରଗଳ୍ପସାମ୍ପ୍ରତିକ ସମୟରେ ଆମ ଦେଶର ପରିସ୍ଥିତି କୁ ସ୍ଥୂଳ ଭାବରେ ଦେଖିବାର ଏକ ସାମାନ୍ୟ ପ୍ରଚେଷ୍ଟା । ଭଲ ଲାଗିଲେ ସେୟାର କରନ୍ତୁ ।...more5minPlay
August 30, 2020ମୋ କୁନା ବାହା ହେଇନିଅଶୀ ଦଶକର କଥା । ଗାଁରେ ତୁଣ୍ଡବାଇଦ କେମିତି ହାଟନାଟ କରୁଥିଲା ତାହାକୁ ଦର୍ଶାଉଥିବା ଏହି କାହାଣୀ ।...more13minPlay
August 30, 2020ଟେଲିଗ୍ରାମ : କ୍ଷୁଦ୍ରଗଳ୍ପ Telegram : a small storyଅତୀତରେ ଟେଲିଗ୍ରାମ ଶୀଘ୍ର ଖବର ପଠାଇବାର ମାଧ୍ୟମ ଥିଲା । କିନ୍ତୁ ଗାଁକୁ ଟେଲିଗ୍ରାମ ଆସିଲେ ଲୋକଙ୍କ ମନରେ କୋକୁଆ ଭୟ ବି ସୃଷ୍ଟି ହେଉଥିଲା, କାରଣ କେହି କେହି ମରିଗଲେ ହିଁ ଟେଲିଗ୍ରାମ କରୁଥିଲେ । ସେମିତି ଏକ ପରିସ୍ଥିତିର ବ୍ୟଙ୍ଗାତ୍ମକ ଉପସ୍ଥାପନ ହେଉଛି ଏହି କାହାଣୀ ।...more13minPlay
August 29, 2020ହସର ଉପକାରିତା : Laughter is the best medicineହସ ଦ୍ଵାରା ଅନେକ ଲାଭ ମିଳିଥାଏ, ଏବଂ ଏହାଦ୍ବାରା ସ୍ବାସ୍ଥ୍ୟ ମଧ୍ୟ ସୁସ୍ଥ ରହେ । ଆସନ୍ତୁ ଜାଣିବା କିପରି ।...more7minPlay
August 28, 2020କନ୍ୟା ଏତେ ଅଲୋଡା କାହିଁକି ?ଆମ ରାଜ୍ୟର ନୟାଗଡ଼ ଜିଲ୍ଲାରେ ପୁରୁଷଙ୍କ ତୁଳନାରେ ସ୍ତ୍ରୀ ସଂଖ୍ୟା କମ ହେବାରେ ଲାଗିଛି । ଏହା ପୁରା ଦେଶର ସମସ୍ୟା କହିଲେ ଚଳିବ । କିନ୍ତୁ କାହିଁକି ?...more7minPlay
August 28, 2020ସମ୍ପର୍କ ଦୁର୍ବଳ ହୁଏ କାହିଁକି ?ସ୍ବାମୀ ସ୍ତ୍ରୀ ମଧ୍ୟରେ ସମ୍ପର୍କରେ ମନାନ୍ତର ହେବା ସ୍ବାଭାବିକ କିନ୍ତୁ ବେଳେ ବେଳେ ଏହା ବହୁତ ଜଟିଳ ହୋଇଯାଏ । କିନ୍ତୁ କାହିଁକି ?...more6minPlay
August 28, 2020ବିବାହ ଆଦି ଶୁଭକର୍ମରେ ଯୋଗ ଦିଅନ୍ତି କାହିଁକି ?କାହିଁକି ଲୋକମାନେ ବିବାହ ଆଦି ଶୁଭ କର୍ମରେ ଯୋଗ ଦିଅନ୍ତି । ଯେଉଁମାନେ ଯୋଗ ଦିଅନ୍ତି ସେମାନେ କେତେ ପ୍ରକାରର ?...more4minPlay
August 28, 2020ଆୟକର ଦେବା କାହିଁକି ?ଆମେ ମାଧ୍ୟମ ବର୍ଗ ଆଜୀବନ ଖଟି ଖଟି ଆୟ କରୁ ଆଉ ଏହାର ଭାଗ ସରକାର ଆୟକର ଭାବରେ ନେଇ କାମ ନ କରୁଥିବା ଲୋକଙ୍କ ପାଇଁ ଅନେକ ମାଗଣା ବ୍ୟବସ୍ଥା କରୁଛନ୍ତି । ଆମର ଭବିଷ୍ୟତ ପାଇଁ କି ବିକଳ୍ପ ବ୍ୟବସ୍ଥା ସରକାର କରିଛନ୍ତି? ତା ହେଲେ ମୁଁ ଆୟକର କାହିଁକି ଦେବି?...more4minPlay
August 28, 2020ଆମ ଗାଁ ହାଲଚାଲ - ୨, Stories from village that captivates our sensesଏହା କେବଳ ଆମ ଗାଁ ନୁହେଁ, ବରଂ ଏହା ପ୍ରତ୍ୟେକ ଗାଁର କାହାଣୀ । ଆଜି ବି ଆମେ ଏହି ସବୁ ଚରିତ୍ର ଆମ ଗାଆଁରେ ଦେଖିବାକୁ ପାଇବା ।...more10minPlay
August 28, 2020ଆମ ଗାଁ ହାଲଚାଲ - ୧, Stories from village that captivates our sensesଶୁଣିବା ଆମ ଗାଁର ନିଚ୍ଛକ କାହାଣୀ । ଏହା ପ୍ରତ୍ୟେକ ଗାଁ ର କାହାଣୀ ହୋଇପାରେ । ଏଭଳି ଚରିତ୍ର ଆପଣ ନିଜ ଗାଁ ରେ ବି ଦେଖିବାକୁ ପାଇବେ ।...more10minPlay
FAQs about Odia Podcast Original:How many episodes does Odia Podcast Original have?The podcast currently has 244 episodes available.