Sign up to save your podcastsEmail addressPasswordRegisterOrContinue with GoogleAlready have an account? Log in here.
Odia Podcast Original: The ultimate collection of original Odia content! Explore everything from folklore and current affairs to interviews with local legends and engaging storytelling. Celebrating th... more
FAQs about Odia Podcast Original:How many episodes does Odia Podcast Original have?The podcast currently has 244 episodes available.
August 28, 2020ସାମ୍ପ୍ରତିକ ସମୟରେ ଓଡ଼ିଆ ସିନେମାର ଅବସ୍ଥିତିବିଗତ ଅନେକ ଦଶନ୍ଧିରେ ଓଡ଼ିଶାର ଚଳଚ୍ଚିତ୍ର ଶିଳ୍ପ ଅନେକ ଉନ୍ନତି କରିଥିବା ସତ୍ତ୍ୱେ କୌଣସି ଉଲ୍ଲେଖନୀୟ ଚଳଚ୍ଚିତ୍ର ନିର୍ମାଣ କରି ପାରିନାହିଁ । ଅନ୍ୟ ଭାଷାର ଚଳଚ୍ଚିତ୍ରର ଅନୁସରଣରେ କେବଳ କପି ପେଷ୍ଟ ସିନେମା ତିଆରି ହେଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ତଥାପି ସମାନ୍ତରାଳ ସିନେମା କ୍ଷେତ୍ରରେ ଓଡ଼ିଶା ବିଶ୍ବସ୍ତରରେ ସମ୍ମାନିତ ମଧ୍ୟ ହୋଇଛି ।...more6minPlay
August 28, 2020ମନ୍ଦିର ଗଲେ ଲୋକମାନେ ଦାନ କରନ୍ତି କାହିଁକି ?ପ୍ରାୟତଃ ଦେଖାଯାଏ, ଯେବେ ବି ଆମେ ମନ୍ଦିର ଯାଉ, ମନ୍ଦିର ସମ୍ମୁଖରେ ଥିବା ହୁଣ୍ଡିରେ କିଛି ଅର୍ଥ ଦାନ କରିଥାଉ । ସମସ୍ତେ କରନ୍ତି । କିନ୍ତୁ କାହିଁକି ? କଣ ମନ୍ଦିର ହୁଣ୍ଡିରେ ଅର୍ଥଦାନ କଲେ ସତରେ ସ୍ଵର୍ଗକୁ ଯିବାକୁ ଟିକେଟ ମିଳିଥାଏ ? ଲୋକମାନେ କାହିଁକି ଅର୍ଥଦାନ କରନ୍ତି, ତାହାର ବିଭିନ୍ନ କାରଣ ଗୁଡିକ ବିଷୟରେ ଜାଣିବା ଚାଲନ୍ତୁ ।...more10minPlay
August 28, 2020ବୋଇତ ବନ୍ଦାଣ ସମୟରେ କୁହାଯାଉଥିବା ଆ କା ମା ବୈ ର ତାତ୍ପର୍ଯ୍ୟ କଣ ?କାର୍ତିକ ମାସରେ ହିନ୍ଦୁମାନେ ସମ୍ପୂର୍ଣ୍ଣ ନିରାମିଷ ଖାଆନ୍ତି ଏବଂ ପୂର୍ଣ୍ଣମୀ ଦିନ ପାହାନ୍ତି ପହରୁ ଓଡ଼ିଶାର ବିଭିନ୍ନ ଜଳାଶୟ ମାନଙ୍କରେ ଉପସ୍ଥିତ ହୋଇ ପୂଜା କରିବା ସହିତ ବୋଇତ ଭସନ୍ତି କାହିଁକି ?...more4minPlay
August 28, 2020ଆମ ପିଲାମାନେ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢ଼ନ୍ତି କାହିଁକି ?Now a days there are n number of English medium schools in every nook and corner of our state and we prefer to send our children to such schools. But why ?...more9minPlay
August 28, 2020ଆମେ ସାବିତ୍ରୀ ବ୍ରତ ପାଳନ କରିଥାଉ କାହିଁକି ?Savitri brata palan kariba kahinki ? Why we observe Savitri Brata? For ages women in Odisha have been observing a day with much devotion and dedication for the betterment of their husband and family. But few so called liberals and atheists make fun of the puja. So let us know why we must do the puja....more11minPlay
August 28, 2020ବ୍ୟାସକବି ଫକୀରମୋହନ ସେନାପତିFakir mohan Senapati was the first novelist and short story writer in Odia. He was part of Odia Bhasha sanrakhyan andolan....more8minPlay
August 23, 2020ବିକ୍ରମ ବେତାଳ କଥା - ୩Bikram betaal katha is part of Jahnamamu, the most favorite storybook of our childhood....more11minPlay
August 23, 2020ଜହ୍ନମାମୁଁ କାହାଣୀ - ୩Jahnamamu kahani publishes in the most favorite storybook of our childhood....more6minPlay
August 23, 2020ଜହ୍ନମାମୁଁ କାହାଣୀ - ୨Jahnamamu is the most favorite storybook we read during our childhood....more8minPlay
FAQs about Odia Podcast Original:How many episodes does Odia Podcast Original have?The podcast currently has 244 episodes available.