Sign up to save your podcastsEmail addressPasswordRegisterOrContinue with GoogleAlready have an account? Log in here.
August 20, 2021ପ୍ରେମ ବନ୍ଧନ (ତୃତୀୟ ଅଂଶ)ଏହି ଅଂଶଟିରେ ମହାବିଦ୍ଯାଳୟର ଛାତ୍ରଛାତ୍ରୀମାନଙ୍କର ମାନସିକତା ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ଲେଖକ- ପ୍ରିୟରଞ୍ଜନ ବିଶ୍ୱାଳ ଓ ଉପସ୍ଥାପିକା- ଅଧ୍ଯାପିକା ସ୍ୱପ୍ନା ମହାନ୍ତି।10 minPlay
August 17, 2021ମାୟା ମରିଚିକା ( ଦ୍ୱିତୀୟ ଅଂଶ)ଏହି ଅଂଶରେ ଏକ ଗରିବ ଗାଉଁଲି ଛୋଟ ପିଲା କିପରି ଦାରିଦ୍ର୍ଯର କଷଟି ପଥରରେ ଘସି ହୋଇ ଜୀବନ ସହ ସଙ୍ଘର୍ଷ କରିଚାଲିଛି। ତାହା ହିଁ ବର୍ଣ୍ଣନା କରାଯାଇଛି।7 minPlay
August 15, 2021ମାୟା ମରିଚିକା ( ପ୍ରଥମ ଅଂଶ)ମାୟା ମରିଚିକା ଏକ ଗରିବ ପିଲାର ସଙ୍ଘର୍ଷ ଉପରେ ଆଧାରିତ କାହାଣୀ। କାହାଣୀର ଲେଖକ- ପ୍ରିୟରଞ୍ଜନ ବିଶ୍ୱାଳ ଓ ଉପସ୍ଥାପିକା- ନମିତା ଚାନ୍ଦ।6 minPlay
August 13, 2021ରଜନୀର ପ୍ରେମରଜନୀର ପ୍ରେମ ଏକ ସୁନ୍ଦର କବିତା। ଯେଉଁଥିରେ ପ୍ରକୃତି ଓ ପ୍ରେମ ମଧ୍ଯରେ ଥିବା ସମ୍ପର୍କକୁ କବି ନିଜ ଲେଖନୀ ମୁନରେ ତୋଳିବାର ଏକ ଭିନ୍ନ ପ୍ରୟାସ କରିଛନ୍ତି। କବି- ପ୍ରିୟରଞ୍ଜନ ବିଶ୍ୱାଳ ଓ ଉପସ୍ଥାପିକା- ଭାର୍ଗବୀ ଆଚାର୍ଯ୍ଯ3 minPlay
August 01, 2021Prema Bandhana ( 2nd part) | ପ୍ରେମ ବନ୍ଧନ ( ୨ୟ ଅଂଶ)Prema Bandhana ( 2nd part) | ପ୍ରେମ ବନ୍ଧନ ( ୨ୟ ଅଂଶ) ଲେଖକ- ପ୍ରିୟରଞ୍ଜନ ବିଶ୍ୱାଳ ଓ ଉପସ୍ଥାପନା- ଅଧ୍ଯାପିକା ସ୍ୱପ୍ନା ମହାନ୍ତି।10 minPlay
July 31, 2021କବିତା- ନାରୀ ସମ୍ମାନନାରୀ ସମ୍ମାନ କବିତାଟି ସାମ୍ପ୍ରତିକ ସାମାଜ ଓ ସମାଜରେ ନାରୀମାନଙ୍କ ସ୍ଥିତିକୁ ଦୃଷ୍ଟିରେ ରଖି ରଚନା କରାଯାଇଅଛି। ଲେଖକ- ପ୍ରିୟରଞ୍ଜନ ବିଶ୍ୱାଳ, ଉପସ୍ଥାପିକା- ଭାର୍ଗବୀ ଆଚାର୍ଯ୍ଯ।2 minPlay
July 25, 2021ପ୍ରେମ ବନ୍ଧନ ( Love Bond)- ପ୍ରଥମ ଅଂଶ"ପ୍ରେମ ବନ୍ଧନ" ଏକ ନିଆରା ପ୍ରେମ କାହାଣୀ ଉପରେ ଆଧାରିତ ଧାରାବାହିକ। ଯାହାର ନାୟକ- ବାଦଲ ଓ ନାୟିକା- ଅଞ୍ଜଳି। ସେମାନଙ୍କର ମହାବିଦ୍ଯାଳୟର ଜୀବନ ଓ ସାଙ୍ଗସାଥି ତଥା ତରୁଣ ବୟସରେ ସେମାଙ୍କ ଶାଶ୍ୱତ ପ୍ରେମ ଏଠାରେ ଉପସ୍ଥାପିତ। ଲେଖକ- ପ୍ରିୟରଞ୍ଜନ ବିଶ୍ୱାଳ । ଉପସ୍ଥାପିକା- ସ୍ୱପ୍ନା ମହାନ୍ତି।8 minPlay
June 12, 2021ସମୟକବିତା ସମୟ। କବି ଓ ଉପସ୍ଥାପକ- ପ୍ରିୟରଞ୍ଜନ ବିଶ୍ୱାଳ । ସମୟ କେତେ ବଳବାନ, ସମୟ ସମ୍ମୁଖରେ ବାକିସବୁ କିପରି ନିଃସ୍ୱ ତାହା ଏଠାରେ ବର୍ଣ୍ଣିତ।1 minPlay