Sign up to save your podcastsEmail addressPasswordRegisterOrContinue with GoogleAlready have an account? Log in here.
June 10, 2021ପାର୍ଥର ପ୍ରଳାପକବୟତ୍ରୀ ଓ ଉପସ୍ଥାପିକା- ହାସ୍ଯମୟୀ ରାଜ । ଯୁଦ୍ଧ କ୍ଷେତ୍ରରେ ଆତ୍ମୀୟ ସ୍ୱଜନ ତଥା ଯୁଦ୍ଧର ଭୟଙ୍କର ବିଭିଷିକା ବିଷୟରେ ଚିନ୍ତା କରି ଅର୍ଜୁନଙ୍କ ମନୋଦଶା କିପରି ହୋଇଥିଲା, ତାହା ସେ ନିଜ କବିତା ମାଧ୍ଯମରେ ନିଖୁଣ ଭାବରେ ବର୍ଣ୍ଣନା କରିଛନ୍ତି।2 minPlay
June 09, 2021ବଢିଯାଏ ଅନ୍ଧାରର ଅବଧି...ନିଜ ପ୍ରିୟା/ ବାନ୍ଧବୀ ଠାରୁ ଦୂରକୁ ଗଲେ ହୃଦୟର ଅବସ୍ଥା କଣ ହୁଏ, ସେ ସମ୍ପର୍କରେ କବି ବର୍ଣ୍ଣନା କରିଛନ୍ତି। ଏହି କବିତାର ଲେଖକ ପ୍ରିୟରଞ୍ଜନ ବିଶ୍ୱାଳ ।2 minPlay
October 07, 2020କବିତା- ତୁମେ ଆସିବ ବୋଲି...କବି ଜଣେ ବିରହୀଣୀ ପ୍ରେମିକାର ମନର ଭାବନାକୁ ନିଜ ଶବ୍ଦର ଯାଦୁଗରି ଓ କଲମର ଶକ୍ତି ଦ୍ୱାରା ପାଠକଙ୍କ ଆଗରେ ପ୍ରସ୍ତୁତ କରିବାକୁ ଏକ ନିଆରା ପ୍ରୟାସ କରିଅଛନ୍ତି। ଆଶା ଆପଣମାନଙ୍କ ହୃଦୟକୁ କବିତାଟି ନିଶ୍ଚିତ ଛୁଇଁବ। ଧନ୍ଯବାଦ। କବି - ପ୍ରିୟରଞ୍ଜନ ବିଶ୍ୱାଳ ।4 minPlay
October 05, 2020କବିତା ଅବୁଝା ମନକବି ନିଜ ପ୍ରେମିକା ସମ୍ପର୍କରେ ମନରେ ଥିବା ଭାବନା ଓ ସମସ୍ତ ଆଶା, ଆଙକାକ୍ଷାକୁ ଶବ୍ଦର ଚାତୁରୀରେ ପ୍ରିପ୍ରକାଶ କରିବାର ନିଆରା ପ୍ରୟାସ କରି ଅଛନ୍ତି। ଆଶା ଆପଣ ମାନଙ୍କ ହୃଦୟକୁ ଏହା ନିଶ୍ଚିତ ଛୁଇଁବ। ଧନ୍ଯବାଦ। କବି ଓ ଉପସ୍ଥାପକ- ପ୍ରିୟରଞ୍ଜନ ବିଶ୍ୱାଳ3 minPlay
October 04, 2020କବିତା- ଗାନ୍ଧୀଙ୍କ ରାମରାଜ୍ଯକବି ଗାନ୍ଧୀଙ୍କ ରାମରାଜ୍ଯ ସ୍ୱପ୍ନକୁ ବର୍ତ୍ତମାନର ଭାରତ ସହ ତୁଳନା କରି ଏକ ବ୍ଯଙ୍ଗାତ୍ମକ କବିତା ରଚନା କରିଅଛନ୍ତି। କବି - ପ୍ରିୟରଞ୍ଜନ ବିଶ୍ୱାଳ ।3 minPlay
October 04, 2020କବିତା- ଗୋଲାପ କଢିକବି ନିଜର ପ୍ରେମିକାକୁ ଗୋଲାପ ସହ ତୁଳନା କରି ତାର ରୂପ ଓ ଗୁଣର ପ୍ରଶଂସା କରିବା ସହ ନିଜ ହୃଦୟର ପ୍ରେମ ଭାବନାକୁ ଶବ୍ଦ ମାଧ୍ଯମରେ ପରିପ୍ରକାଶ କରିବାକୁ ଏକ ନିଆରା ପ୍ରୟାସ କରିଛନ୍ତି।2 minPlay
October 04, 2020କବିତା- ଶୁଭ ସକାଳକବି ନିଜର ବନ୍ଧୁ ଓ ବାନ୍ଧବୀ ମାନଙ୍କୁ ଶୁଭ ସକାଳର ଅଭିନନ୍ଦନ କରିବା ସହ ସେମାନଙ୍କ ଗୁରୁତ୍ତ୍ୱକୁ ନିଜର ଶବ୍ଦ ଯାଦୁଗରି ମାଧ୍ଯମରେ ଉପସ୍ଥାପନ କରିବାର ନିଆରା ପ୍ରୟାସ କରି ଅଛନ୍ତି। କବିତାର ନାମ- ଶୁଭ ସକାଳ। ଧନ୍ଯବାଦ। ପ୍ରିୟରଞ୍ଜନ ବିଶ୍ୱାଳ ।2 minPlay
October 03, 2020କବିତା ପ୍ରୀତିର ନିଆଁକବି ନିଜ ପ୍ରିୟାର ବିରହ ବେଦନାରେ ଜର୍ଜରିତ ହୋଇ, ପ୍ରିୟାର ବିରହରେ ତାଙ୍କ ହୃଦୟର ଭାବନାକୁ ଶବ୍ଦ ମାଧ୍ଯମରେ ଅତି ନିଖୁଣ ଭାବେ ବର୍ଣ୍ଣନା କରିଛନ୍ତି। ଆଶା ଆପଣମାନଙ୍କୁ ନିଶ୍ଚିତ ଭଲଲାଗିବ। ଧନ୍ଯବାଦ। କବି- ପ୍ରିୟରଞ୍ଜନ ବିଶ୍ୱାଳ ।3 minPlay