Shubhapallaba - ଶୁଭପଲ୍ଲବ - शुभपल्लब

Shubhapallaba - ଶୁଭପଲ୍ଲବ - शुभपल्लब

By Sangram Keshari SenapatiArtsBooks
Download on the App Store

Shubhapallaba - ଶୁଭପଲ୍ଲବ - शुभपल्लब episodes

  • Biography of Rajat Kumar Kar – ରଜତ କୁମାର କରଙ୍କ ଜୀବନି – A Shubhapallaba Podcast

    Padmashree Rajat Kumar Kar was an Odia teacher, Jagannath culture researcher, writer. 

    ଭଞ୍ଜ ସାହିତ୍ୟର ଅନନ୍ୟ ପ୍ରଚାରକ ପଦ୍ମଶ୍ରୀ ରଜତ କୁମାର କର ଜଣେ ଓଡ଼ିଆ ଶିକ୍ଷାବିତ, ନାଟ୍ୟକାର ଓ ଜଗନ୍ନାଥ ସଂସ୍କୃତିର ଜଣାଶୁଣା ପ୍ରବକ୍ତା ଥିଲେ । ଦୀର୍ଘ ୬୦ ବର୍ଷରୁ ଅଧିକ ସମୟ ଧରି ସେ ଟିଭି ଓ ରେଡ଼ିଓରେ ରଥଯାତ୍ରାର ଧାରା ବିବରଣୀ ପ୍ରଦାନ କରି ଓଡ଼ିଶାର ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ ।

    This podcast is presented by Pallavi Pujapanda. This podcast is done by ShubhaVani in association with Gapufy. You can read his biography on Shubhapallaba Odia Portal: https://shubhapallaba.in/biography-of-rajat-kumar-kar/

    3 min
  • Adiguru Shankaracharya – ଆଦିଗୁରୁ ଶଙ୍କରାଚାର୍ଯ୍ୟ – A Shubhapallaba Podcast

    Adiguru Shankarachaya is the recreator of Sanatan Hindu Dharma.

    ଯେତେବେଳେ ସମଗ୍ର ଭାରତ ବର୍ଷରେ ଆଦି ଧର୍ମ ସନାତନ ଧର୍ମର ପତନ ହେବାକୁ ଲାଗିଥିଲା, ସେତେବେଳେ ଜନ୍ମଗ୍ରହଣ କରିଥିଲେ ଜଣେ ଯୁଗପୁରୁଷ, ଯିଏକି ମାତ୍ର ଅଳ୍ପ ବର୍ଷର ଜୀବନକାଳ ମଧ୍ୟରେ ସନାତନ ଧର୍ମ ବା ହିନ୍ଦୁ ଧର୍ମର ପୁନଃ ସ୍ଥାପନା କରିବାରେ ସକ୍ଷମ ହୋଇଥିଲେ । ସେ ଥିଲେ ଆଦିଗୁରୁ ଶଙ୍କରାଚାର୍ଯ୍ୟ ।

    This podcast is presented by Pallavi Pujapanda. This podcast is done by ShubhaVani in association with Gapufy. You can read his biography on Shubhapallaba Odia Portal: https://shubhapallaba.in/adiguru-shankaracharya/

    5 min
  • Biography of Utkala Gouraba Madhusudan Das (ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୀବନି)

    Utkala Gouraba Madhusudan Das (Odia: ଉତ୍କଳ ଗୌରବ ମଧୁସୂଦନ ଦାସ) was an Indian lawyer and social reformer, who founded Utkal Sammilani in 1903 to campaign for the unification of Odisha along with its social and industrial development. He was one of the main persons, helping in the creation of Orissa Province (present-day Odisha, India), which was established on 1 April 1936. He was also the first graduate and advocate of Orissa. He is also known as Kulabruddha (Grand Old Man), Madhu Babu, and Utkala Gouraba (Pride of Utkal). In Odisha, his birthday is celebrated as the Lawyers' Day on 28 April.

    This podcast is presented by Pallavi Pujapanda. This podcast is done by ShubhaVani in association with Gapufy. You can read his biography on Shubhapallaba Odia Portal: https://shubhapallaba.in/utkala-gourab-madhusudan-das/

    8 min
  • Biography of Padmabhushan Manoj Das (ପ୍ରଜ୍ଞାନ ପୁରୁଷ ପଦ୍ମଭୂଷଣ ମନୋଜ ଦାସଙ୍କ ଜୀବନି)

    Padmabhushan Manoj Das (Odia: ପ୍ରଜ୍ଞାନ ପୁରୁଷ ପଦ୍ମଭୂଷଣ ମନୋଜ ଦାସ) was an Odia and English story writer, novelist, travel story writer, child literature writer, poet. He got highest literacy awards like Atibadi Jagannath Das Samman, Saraswati Samman. He was awarded Padma Shri in 2001, the fourth-highest Civilian Award in India, Padma Bhusan in 2020, the third highest Civilian Award in India for his contribution in the field of Literature & Education.

    This is the biography of Late Manoj Das in Odia language presented by Sangram Keshari Senapati. This podcast is done by ShubhaVani in association with Gapufy. You can read his biography on Shubhapallaba Odia Portal: https://shubhapallaba.in/manoj-das-biography

    6 min
  • Biography of Padmashree Binapani Mohanty (ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ଜୀବନି)

    Padmashree Binapani Mohanty (Odia: ପଦ୍ମଶ୍ରୀ ବୀଣାପାଣି ମହାନ୍ତି) was an Odia story writer and lecture who got highest literacy awards like Atibadi Jagannath Das Samman, Sahitya Akademi awards, Sharala Puraskar. This is the biography of Late Mohanty in Odia language presented by Sangram Keshari Senapati. This podcast is done by ShubhaVani in association with Gapufy. You can read her biography on Shubhapallaba Odia Portal: https://shubhapallaba.in/binapani-mohanty

    4 min
  • Biography of Veer Surendra Sai (ବୀର ସୁରେନ୍ଦ୍ର ସାଏଙ୍କ ଜୀବନି)

    ଯଦିଓ ୧୮୫୭ ମସିହାର ସିପାହୀ ବିଦ୍ରୋହକୁ ପଲାସୀ ଯୁଦ୍ଧପରେ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଗଣନା କରାଯାଏ, କିନ୍ତୁ ଏହାର ୩୦ ପୂର୍ବରୁ ଜଣେ ଅଗ୍ରଣୀ ନେତା ଇଂରେଜମାନଙ୍କ ବିରୁଦ୍ଧରେ ଆନ୍ଦୋଳନ ଆରମ୍ଭ କରିଥିଲେ । ଏହି ବୀର ଜଣଙ୍କ ଆଉ କେହି ନୁହନ୍ତି, ସେ ହେଉଛନ୍ତି ବୀର ସୁରେନ୍ଦ୍ର ସାଏ । ଆଜିର ଦିନରେ ଅର୍ଥାତ ୨୩ ଜାନୁଆରୀ ୧୮୦୯ ମସିହାରେ ସମ୍ବଲପୁରଠାରେ ଜନ୍ମଗ୍ରହଣ କରିଥିବା ସୁରେନ୍ଦ୍ର ସାଏ ୧୮୨୭ ମସିହାରେ ସମ୍ବଲପୁରର ଉତ୍ତରାଧିକାରୀ ପଦକୁ ନେଇ ଇଂରେଜମାନଙ୍କ ବିରୁଦ୍ଧରେ ଆନ୍ଦୋଳନ ଆରମ୍ଭ କରିଥିଲେ । ସୁରେନ୍ଦ୍ର ସାଏଙ୍କ ଅନୁଗାମୀମାନେ ଧନୁଶର ଧରି ଗରିଲା ଯୁଦ୍ଧରେ ଇଂରେଜମାନଙ୍କୁ ଅସ୍ତବ୍ୟସ୍ତ କରାପାଇଥିଲେ । ଏହି ଆନ୍ଦୋଳନ ୧୩ ବର୍ଷ ଯାଏଁ ଚାଲିଥିଲା । ୧୮୪୦ ମସିହାରେ ସୁରେନ୍ଦ୍ର ସାଏ ଇଂରେଜମାନଙ୍କ ହାତରେ ବନ୍ଦୀହେବାରୁ ଏହି ଆନ୍ଦୋଳନର ଯବନିକା ପଡ଼ିଥିଲା ।  ସୁରେନ୍ଦ୍ର ସାଏଙ୍କୁ ମାତ୍ର ପାଞ୍ଚ ବର୍ଷର ଜେଲ୍ ଦଣ୍ଡ ଦିଆଯାଇଥିଲେ ମଧ୍ୟ ତାଙ୍କର ଦଣ୍ଡ ଅବଧି ଶେଷ ହେବାପରେ ବି ତାଙ୍କୁ ଇଂରେଜମାନେ ମୁକ୍ତ କରିନଥିଲେ, କିନ୍ତୁ ୧୮୫୭ ମସିହାର ସିପାହୀ ବିଦ୍ରୋହ ସମୟରେ କିଛି ରାମଗଡ଼ର କିଛି ଜବାନମାନେ ଜେଲ୍ ଭାଙ୍ଗି ସାଏଙ୍କ ସମେତ ୩୨ ଜଣଙ୍କୁ ମୁକ୍ତ କରିଥିଲେ । ୧୭ ବର୍ଷ ପରେ ମୁକ୍ତ ହୋଇଥିବା ସାଏଙ୍କୁ ଧରାଇଦେବାପାଇଁ ଇଂରେଜ ସରକାର ସେ ସମୟରେ ୨୫୦ ଟଙ୍କାର ମୁଣ୍ଡ ଜାମିନ ମଧ୍ୟ ରଖିଥିଲେ ।  ମୁକ୍ତିପରେ ସୁରେନ୍ଦ୍ର ସାଏ ପୁଣିଥରେ ସମ୍ବଲପୁରବାସୀଙ୍କୁ ମେଳି କରି ପୁନର୍ବାର ପାହାଡ଼ ଉହାଡ଼ରେ ଲୁଚିରହି ଇଂରେଜମାନଙ୍କ ବିରୁଦ୍ଧରେ ସଂଗ୍ରାମ ଚଳାଇଥିଲେ । ସେ ସମୟରେ ଇଂରେଜାମାନଙ୍କର ଆଧୁନିକ ଯନ୍ତ୍ରପାତି ଆଗରେ ସମ୍ବଲପୁରବାସୀଙ୍କ ଧନୁତୀର, ବର୍ଚ୍ଛା, ଖଣ୍ଡା, ନିଆଁଧରା ବନ୍ଧୁକ ଆଦି ବିଶେଷ କିଛି କାମ ଦେବ ନାହଁ ବୋଲି ସେ ଗରିଲା ଯୁଦ୍ଧର ଆଶ୍ରୟ ନେଇଥିଲେ । ପରବର୍ତ୍ତୀ ସମୟରେ ୧୯୬୨ ମସିହାରେ ଇଂରେଜ ମେଜର ଇମ୍ପେଙ୍କ ଶାନ୍ତିପୂର୍ଣ୍ଣ ଆହ୍ୱାନକ୍ରମେ ସୁରେନ୍ଦ୍ର ସାଏ ଆତ୍ମସମର୍ପଣ କରି ସ୍ୱଭାବିକ ଜୀବନ ବଞ୍ଚିବା ଆରମ୍ଭ କରିଥିଲେ । କିନ୍ତୁ ଇମ୍ପଙ୍କ ମୃତ୍ୟୁପରେ ୧୯୬୪ ମସିହାରେ ସୁରେନ୍ଦ୍ର ସାଏଙ୍କୁ ଶୋଇଥିବା ଅବସ୍ଥାରେ ଗିରିଫ କରାଯାଇଥିଲା ଏବଂ ତାଙ୍କୁ ଆଜୀବନ କାରବାସ ଦିଆଯାଇଥିଲା । ୧୮୮୪ ମସିହାର ଫେବୃଆରୀ ମାସ ୨୮ ତାରିଖରେ ସୁରେନ୍ଦ୍ର ସାଏ ଆଜୀବନ କାରାବାସ କାଟୁଥିବାବେଳେ ଅସୁରଗଡ଼ ଦୁର୍ଗରେ ମୃତ୍ୟୁବରଣ କରିଥିଲେ ।

    3 min
  • Khapara (ଖପରା) Odia Story Episode 8: Asamapta Rupantaran (ଅସମାପ୍ତ ରୂପାନ୍ତରଣ)

    ଓଡ଼ିଆ ଧାରାବାହିକ କାହାଣୀ - ଖପରା

    ୮ମ ଭାଗ: ଅସମାପ୍ତ ରୂପାନ୍ତରଣ

    ରଚନା/ଉପସ୍ଥାପନା: ମଧୁମିତା ମିଶ୍ର

    ସମ୍ପାଦନା: ସଂଗ୍ରାମ କେଶରୀ ସେନାପତି

    Khapara is an Odia story series written by Madhumita Mishra. Here is the 8th episode of the Series.

    The girl whom Shiva forcefully brought on that day had not died in that car accident. She lied down from that bridge but unfortunately died there. That girl was Mala, Bikram's girlfriend. Bikram had found Shiva's shawl there near the bridge and he was there to take revenge from Shiva.

    Apart from this platform, this series is also available on different podcast platforms like Anchor FM, Spotify, Google Podcast, Amazon Music, Audible, Breaker, Pocket Class, Radio Public, etc. This story is also available on the YouTube Channel of Shubhapallaba.

    You can download the ShubhaVani app to read our Odia Podcasts.

    20 min
  • Khapara (ଖପରା) Odia Story Episode 7: Durbhagyara Alingana (ଦୁର୍ଭାଗ୍ୟର ଆଲିଙ୍ଗନ)

    ଓଡ଼ିଆ ଧାରାବାହିକ କାହାଣୀ - ଖପରା

    ୭ମ ଭାଗ: ଦୁର୍ଭାଗ୍ୟର ଆଲିଙ୍ଗନ

    ରଚନା/ଉପସ୍ଥାପନା: ମଧୁମିତା ମିଶ୍ର

    ସମ୍ପାଦନା: ସଂଗ୍ରାମ କେଶରୀ ସେନାପତି

    Khapara is an Odia story series written by Madhumita Mishra. Here is the 7th episode of the Series.

    While returning to the village Shiva came to know about Bikram. He rushed toward the bricks factory, where Bikram was hurting himself. Shiva tried to stop him, but Bikram reminded him about a two years ago incident. Shiva's mind went two years back to that day when four people died in a car accident.

    Apart from this platform, this series is also available on different podcast platforms like Anchor FM, Spotify, Google Podcast, Amazon Music, Audible, Breaker, Pocket Class, Radio Public, etc. This story is also available on the YouTube Channel of Shubhapallaba.

    You can download the ShubhaVani app to read our Odia Podcasts.

    14 min

About Shubhapallaba - ଶୁଭପଲ୍ଲବ - शुभपल्लब

From the publisher's feed

Shubhapallaba is an Odia magazine and book publishing company established in 2018. The e-magazines of Shubhapallaba releases every month and the secondary magazine Shubhodaya releases on every Odia…