କାହାଣୀର ମର୍ମ: କିଞ୍ଚିତ୍ ଆଲୋକପାତ
ଏ କାହାଣୀର ଅପେକ୍ଷାକୃତ ଅଧିକ ପ୍ରଚଳିତ ରୂପଟିରେ ଭୋଳାଜୀ ରାଜା ଦିଅଁଙ୍କୁ ନାନାଦି ବିଷୟ ମାଗୁଛନ୍ତି, ସେତିକି ଜାଣି ଚୁପଚାପ୍ ଚାଲିଆସିବାରେ ହିଁ ସମାପ୍ତ ହୋଇଥାଏ । ଏଠାରେ ବର୍ଣ୍ଣିତ ରୂପରେ ଏହାର ଅନ୍ତର୍ନିହିତ ସତ୍ୟ ଅଧିକ ସ୍ପଷ୍ଟ : ପୃଥିବୀରେ ସମସ୍ତେ ଭିଖାରି, କିନ୍ତୁ ଭିକ୍ଷାଦାନ ଆସେ ଗୋଟିଏ ମାତ୍ର ଉତ୍ସରୁ । ଅବଶ୍ୟ ମଣିଷ ସେ ଉତ୍ସର ମାଧ୍ୟମ ହୋଇପାରେ ।
- “ନୂତନ ରଣକୌଶଳ”- “ମନୋଜ ଦାସ ପରିବେଷିତ ଉପକଥା ଶତକ: ଯୁଗେ ଯୁଗେ ସାଧୁସନ୍ଥ କଥିତ କାହାଣୀ ସମୂହର ପୁନର୍ବିନ୍ୟାସ”